Home Bibles ☰ Books ଆଦି ପୁସ୍ତକ 29:5 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 29:5 · ଓଡ଼ିଆ ବାଇବେଲ

ଏହାପରେ ଯାକୁବ କହିଲେ, ତୁମ୍ଭମାନେେ ଲାବନଙ୍କୁ ଜାଣିଛ କି, ଯେ କି ନାହାରେ ପୁତ୍ର?

Cross references

ଆଦି ପୁସ୍ତକ 24:15

ଏହାପରେ ଦାସଟିର ପ୍ରାର୍ଥନା ସରିବା ପୂର୍ବରୁ ଜଣେ ୟୁବତୀ ରିବିକା କୂଅ ନିକଟକୁ ଆସିଲେ। ରିବିକା ଥିଲେ, ବଥୂଯଲରେଝିଅ। ବଥୂଯଲେ ମିଲ୍କାର ପୁତର ଥିଲେ, ୟିଏକି ଅବ୍ରହାମଙ୍କର ଭାଇ ନୋ ହରେ ସହିତ ବିବାହ କରିଥିଲେ। ରିବିକା ପାଣିପାତ୍ର କାନ୍ଧ ରେ ଥୋଇ କୂଅ ନିକଟକୁ ଆସିଲେ।

ଆଦି ପୁସ୍ତକ 24:24

ରିବିକା ଉତ୍ତର ଦଲୋ, ମାରେ ପିତା ବଥୂଯଲେ, ନାହାରରେ ଓ ମିଲ୍କାର ଜନ୍ମ ପୁତ୍ର।

ଆଦି ପୁସ୍ତକ 24:29

ରିବିକାର ଏକ ଭାଇ ଥିଲେ। ତାଙ୍କର ନାମ ଲାବନ। ରିବିକା ତାଙ୍କୁ ସବୁକଥା ଜଣାଇଲେ। ଲାବନ ଏହିକଥା ଶୁଣିବା ସମୟରେ ତାହାର ହସ୍ତ ରେ ଯେତବେେଳେ ବଳା ଦେଖିଲେ।

ଆଦି ପୁସ୍ତକ 31:53

ଅବ୍ରହାମର ପରମେଶ୍ବର, ନାହାରରେ ପରମେଶ୍ବର ଓ ସମାନଙ୍କେର ପୂର୍ବପୁରୁଷଙ୍କ ପରମେଶ୍ବର ଆମ୍ଭ ଓ ତୁମ୍ଭ ମଧିଅରେ ବିଚାର କରିବେ।

Interlinear

Choose Theme