କିନ୍ତୁ ତୁମ୍ଭେ ଏଠା ରେ ବିବାହ ଉତ୍ସବ ସାତଦିନ ଧରି ପାଳନ କର ତା'ପରେ ମୁଁ ତୁମ୍ଭକୁ ରାହେଲ ସହିତ ବିବାହ ଦବେି। କିନ୍ତୁ ତୁମ୍ଭକୁ ମାେ ପାଇଁ ଆଉ ସାତବର୍ଷ ପରିଶ୍ରମ କରିବାକୁ ପଡ଼ିବ।
Cross references
ସପ୍ତମ ଦିନ ରେ, ପରମେଶ୍ବର ସୃଷ୍ଟିର ପ୍ରେତ୍ୟକକ କାର୍ୟ୍ଯ ଜିନିଷକୁ ସମାପ୍ତ କଲେ। ସେଥିପାଇଁ ସପ୍ତମ ଦିନ ରେ ପରମେଶ୍ବର ଆପଣାର ସମସ୍ତ କାର୍ୟ୍ଯରୁ ବିଶ୍ରାମ ନେଲେ।
ସାତଦିନ ପରେ, ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ।
ତେଣୁ ଯାକୁବ ତାଙ୍କ ସହ ସଠାେରେ ସାତବର୍ଷ ରହି କାମ କଲେ। କିନ୍ତୁ ଏହା ତାଙ୍କୁ ଖୁବ କମ ସମୟ ଜଣାଗଲା କାରଣ ସେ ରାହେଲକୁ ବହୁତ ଭଲ ପାଉଥିଲେ।
ମୁଁ କୋଡ଼ିଏ ବର୍ଷକାଳ ତୁମ୍ଭ ନିକଟରେ ରହିଲି, ତୁମ୍ଭର ଦୁଇ ଝିଅ ନିମନ୍ତେ ଚଉତ ବର୍ଷ ଓ ପଶୁମାନଙ୍କ ନିମନ୍ତେ ଛଅ ବର୍ଷ କର୍ମ କଲି। ଏଥି ମଧିଅରେ ତୁମ୍ଭେ ଦଶଥର ମାହେର ବର୍ତ୍ତନ ପରିବର୍ତ୍ତନ କରିଅଛ।
ତୁମ୍ଭର ସ୍ତ୍ରୀ ଜୀବିତ ଥିଲେ ତୁମ୍ଭେ ତୁମ୍ଭର ଶାଳୀକୁ ବିବାହ କରି ତାହା ସହିତ ୟୌନ ସଂପର୍କ ରଖିବା ଉଚିତ୍ ନୁହେଁ।
ଶାମ୍ଶୋନଙ୍କର ପିତା ସହେି ପଲେଷ୍ଟୀୟ ସ୍ତ୍ରୀ ଲୋକଟିକକ୍ସ୍ଟ ଦେଖିବାକକ୍ସ୍ଟ ଗଲେ। ଏପରି ପ୍ରଥା ଥିଲା ଯେ ଯେଉଁଥିପାଇଁ ସମାନେେ ସଠାେରେ ଏକ ଭୋଜି ଦେଲେ।
ଏହାପରେ ଶାମ୍ଶାେନ୍ ସହେି ତିରିଶ ଜଣ ଲୋକମାନଙ୍କୁ କହିଲେ, ମୁ ତୁମ୍ଭକୁ ଏକ ରହସ୍ଯାବୃତ ପ୍ରଶ୍ନ କହିବାକକ୍ସ୍ଟ ଗ୍ଭ ହେଁ। ତୁମ୍ଭମାନେେ ଯବେେ ଏହି ଭୋଜିର ସାତଦିନ ମଧିଅରେ ତହିଁର ଅର୍ଥ ବାହାର କରି ମାେତେ ଜଣାଇବ। ତବେେ ତୁମ୍ଭମାନଙ୍କୁ ମୁ ତିରିଶ ରେଶମବସ୍ତ୍ର ଓ ତିରିଶ ୟୋଡା ପୋଷାକ ଦବେି।
ପରମେଶ୍ବର ଉଭୟ ସ୍ବାମୀ ଓ ସ୍ତ୍ରୀ ସୃଷ୍ଟି କରିଛନ୍ତି, ସମାନଙ୍କେୁ ଶରୀର ଓ ଆତ୍ମା ରେ ଏକ ହବୋ ପାଇଁ ନିର୍ଦ୍ଧିଷ୍ଟ କରିଛନ୍ତି। ପରମେଶ୍ବର ଧର୍ମପରାଯଣ ସନ୍ତାନ ସନ୍ତତି ଗ୍ଭହାଁନ୍ତି। ତେଣୁ ନିଜକୁ ଜଗ ଏବଂ ତୁମ୍ଭ ସ୍ତ୍ରୀ ପ୍ରତି ଅବିଶ୍ବସ୍ତ ହୁଅ ନାହିଁ, ଯାହାକୁ ତୁମ୍ଭେ ୟୁବାବସ୍ଥା ରେ ବିବାହ କରିଛ।
ଧନର ଲୋଭ ସମସ୍ତ ପ୍ରକାର ମନ୍ଦର କାରଣ। ଅଧିକରୁ ଅଧିକ ଧନ ପାଇବା ଲୋଭ ରେ କେତେ ଲୋକ ସତ୍ଯ ବିଶ୍ବାସକୁ ଛାଡ଼ି ଦଇେଛନ୍ତି। କିନ୍ତୁ ସପରେି କରିବା ଦ୍ବାରା ସମାନେେ ନିଜ ଉପରକୁ ଅନକେ ଦୁଃଖ ଟାଣି ଆଣିଛନ୍ତି।