Home Bibles ଆଦି ପୁସ୍ତକ 28:7 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 28:7 · ଓଡ଼ିଆ ବାଇବେଲ

ଏବଂ ଏଷୌ ଜାଣିଲେ ଯେ ଯାକୁବ ତାଙ୍କର ପିତା ମାତାଙ୍କର କଥା ମାନି ପଦ୍ଦନ ଅରାମକୁ ପଳାଇଛି।

Cross references

ଆଦି ପୁସ୍ତକ 27:43

ତେଣୁ ହେ ମାରେ ପୁତ୍ର ମୁଁ ଯମେନ୍ତ କହୁଛି, ସହେିପରି କର। ମାରେଭ୍ରାତା ଲାବନ ହାରଣ ରେ ବାସ କରୁଛି। ତୁମ୍ଭେ ତା' ପାଖ ରେ ୟାଇ ଲୁଚ।

ଯାତ୍ରା ପୁସ୍ତକ 20:12

ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ୟଦ୍ବାରା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ ସହେି ଦେଶ ରେ ତୁମ୍ଭର ଦୀର୍ଘ ପରମାଯୁ ହବେ।

ଲେବୀୟ ପୁସ୍ତକ 19:3

ତୁମ୍ଭମାନେେ ପ୍ରେତ୍ୟକକ ନିଜ ନିଜ ପିତା ମାତାଙ୍କୁ ଭୟ ଓ ସମ୍ମାନ କରିବ। ଏବଂ ମାରେବିଶ୍ରାମ ଦିନ ପାଳନ କରିବ, କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।

ହିତୋପଦେଶ 1:8

ହେ ମାରେ ପୁତ୍ର, ତୁମ୍ଭର ପିତାଙ୍କର ଉପଦେଶ ଶୁଣ, ଯେତବେେଳେ ସେ ତୁମ୍ଭକୁ ଶୃଙ୍ଖଳିତ କରନ୍ତି ଏବଂ ତୁମ୍ଭ ମାତାଙ୍କର ଉପଦେଶ ପରିତ୍ଯାଗ କର ନାହିଁ।

ହିତୋପଦେଶ 30:17

ଯେଉଁ ବ୍ଯକ୍ତି ତା'ର ପିତାଙ୍କୁ ପରିହାସ କରେ ଓ ତା'ର ମାତାଙ୍କୁ ସମ୍ମାନ କରେ ନାହିଁ, ସେ ଦଣ୍ଡିତ ହବେ। ଏହିପରି ତା ପାଇଁ ହବେ। ତା'ର ଚକ୍ଷୁକୁ ଶାଗୁଣାମାନେ ତାଢ଼ି ପକାଇବେ, ଡ଼ାମରାକାଉମାନେ ସଗେୁଡ଼ିକୁ ଖାଇଯିବେ।

ଏଫିସୀୟଙ୍କ ପ୍ରତି ପତ୍ର 6:1

ହେ ସନ୍ତାନଗଣ ! ପ୍ରଭୁଙ୍କ ଇଚ୍ଛାନୁସା ରେ ମାତା ପିତାଙ୍କ କଥାର ବାଧ୍ଯ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍।

ଏଫିସୀୟଙ୍କ ପ୍ରତି ପତ୍ର 6:3

ପ୍ରତିଜ୍ଞାଟି ଏହି : ଏହା କଲେ ତୁମ୍ଭେ ପୃଥିବୀ ରେ ଦୀର୍ଘ ଜୀବନ ପାଇବ ଓ ବହୁ ମଙ୍ଗଳ ଦାନ ଲାଭ କରିବ।'285

କଲସୀୟଙ୍କ ପ୍ରତି ପତ୍ର 3:20

ସନ୍ତାନଗଣ ! ପ୍ରେତ୍ୟକକ କଥା ରେ ମାତା-ପିତାଙ୍କ ଆଜ୍ଞା ପାଳନ କର। ଏହା ପ୍ରଭୁଙ୍କୁ ପ୍ରସନ୍ନ କରେ।

Interlinear

Choose Theme