Home Bibles ☰ Books ଆଦି ପୁସ୍ତକ 28:11 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 28:11 · ଓଡ଼ିଆ ବାଇବେଲ

ଯାକୁବ ୟାତ୍ରା କରିଥିବା ସମୟରେ ସୂର୍ୟ୍ଯାସ୍ତ ହେଲା। ତେଣୁ ଯାକୁବ ରାତ୍ର ୟାପନ କରିବା ପାଇଁ ଏକ ସ୍ଥାନକୁ ଗଲେ। ଯାକୁବ ଏକ ପଥରଖଣ୍ଡ ପାଇଲେ, ସହେି ସ୍ଥାନ ରେ ପଥର ଉପରେ ମୁଣ୍ଡ ଦଇେ ସେ ଶୋଇ ପଡ଼ିଲେ।

Cross references

ଆଦି ପୁସ୍ତକ 28:18

ଯାକୁବ ପ୍ରତ୍ଯୁଷରୁ ଉଠିଲେ। ଯେଉଁ ପ୍ରସ୍ଥର ମୁଣ୍ଡତଳେ ଦଇେଥିଲେ, ତାହା ନଇେ ସ୍ତମ୍ଭରୂପେ ସ୍ଥାପନ କଲେ। ଏହାପରେ ସେ ତା' ଉପରେ ତୈଳ ଢ଼ାଳିଲେ।

ଆଦି ପୁସ୍ତକ 31:46

ପୁଣି ଯାକୁବ ଆପଣା ନିଜ ଲୋକମାନଙ୍କୁ କହିଲା, ତୁମ୍ଭମାନେେ ପ୍ରସ୍ତର ସଂଗ୍ରହକର। ତହିଁରେ ସମାନେେ ପ୍ରସ୍ତର ଆଣି ଗୋଟିଏ ରାଶି କରନ୍ତେ ସମସ୍ତେ ସହେି ସ୍ଥାନ ରେ ସହେି ପଥରଗଦା ଉପରେ ଭୋଜନ କଲେ।

ମାଥିଉଲିଖିତ ସୁସମାଚାର 8:20

ଯୀଶୁ ତାହାଙ୍କୁ କହିଲେ, କୋକିଶିଆଳିର ଗାତ ଅଛି ଓ ଆକାଶର ପକ୍ଷୀମାନଙ୍କର ବସା ଅଛି। କିନ୍ତୁ ମନୁଷ୍ଯପୁତ୍ରଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକିଏ ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:5

ଖ୍ରୀଷ୍ଟଙ୍କର ଅନକେ ଦୁଃଖ ଭୋଗର ଆମ୍ଭେ ସହଭାଗୀ ଅଟୁ। ସହେିଭଳି ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଯେଉଁ ସାନ୍ତ୍ବନା ଆମ୍ଭକୁ ମିଳେ ତାହାର ସୀମା ନାହିଁ।

Interlinear

Choose Theme