ଆଦି ପୁସ୍ତକ 27:6 · ଓଡ଼ିଆ ବାଇବେଲ
ରିବିକା ତା'ର ପୁତ୍ର ଯାକୁବକୁ କହିଲେ, ଶୁଣ, ତୁମ୍ଭର ପିତା ଏଷୌକୁ କହିବାର କଥା ମୁଁ ଶୁଣିଛି।
Cross references
ଆଦି ପୁସ୍ତକ 25:28
ଇସ୍ହାକ ମୃଗଯା ମାଂସ ଅତି ସୁସ୍ବାଦୁ ବୋଧ କରିବାରୁ ଏଷୌକୁ ଭଲ ପାଇଲେ। ମାତ୍ର ରିବିକା ଯାକୁବକୁ ଭଲ ପାଇଲେ।