ଆଦି ପୁସ୍ତକ 27:30 · ଓଡ଼ିଆ ବାଇବେଲ
ଇସ୍ହାକ ଯାକୁବକୁ ଆଶୀର୍ବାଦ ଦଇେ ସାରିଲେ। ଏହାପରେ ସେ ସହେି ସ୍ଥାନ ପରିତ୍ଯାଗ କଲେ। ଏହି ସମୟରେ ଏଷେ ଶିକାରରୁ ଫରେିଲେ।
Cross references
ଆଦି ପୁସ୍ତକ 10:9
ସେ ସଦାପ୍ରଭୁଙ୍କ ସାକ୍ଷାତ ରେ ପରାକ୍ରାନ୍ତ ବ୍ଯାଧ ହେଲା। ସଦାପ୍ରଭୁଙ୍କ ସାକ୍ଷାତ ରେ ପରାକ୍ରାନ୍ତ ବ୍ଯାଧ ନିମ୍ରୋଜ ତୁଲ୍ଯ ଥିଲେ ବୋଲି ଲୋକମାନେ କହୁଥିଲେ, ସେ ବ୍ଯକ୍ତି ନିମ୍ରୋଜ ସଦୃଶ ସଦାପ୍ରଭୁଙ୍କ ସମ୍ମୁଖ ରେ ଗୋଟିଏ ପରାକ୍ରାନ୍ତ ବ୍ଯାଧ।
ଏବ୍ରୀ 12:17
ତୁମ୍ଭମାନେେ ଜାଣିଛ ଯେ, ଏପରି କରି ସାରିଲା ପରେ, ଏସେ ୗ ବାପାଙ୍କର ଆଶୀର୍ବାଦ ପାଇବା ପାଇଁ ଚାହିଁଲା। ସେ ଆଶୀର୍ବାଦ ପାଇବା ନିମନ୍ତେ ଏତେ ବ୍ଯାକୁଳ ହେଲା ଯେ, ସେ ବହୁତ କାନ୍ଦିଲା। କିନ୍ତୁ ତା'ବାପା ତାହାକୁ ଆଶୀର୍ବାଦ କରିବା ପାଇଁ ମନା କଲେ, କାରଣ ଏଷୌ ଯାହା କରିଥିଲା, ତାହାକୁ ବଦଳାଇବା ପାଇଁ କୌଣସି ଉପାୟ ପାଇ ପାରିଲା ନାହିଁ।