Home Bibles ଆଦି ପୁସ୍ତକ 27:16 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 27:16 · ଓଡ଼ିଆ ବାଇବେଲ

ରିବିକା ଛଳେି ଚମଡ଼ା ଆଣି ଯାକୁବର ହାତ ରେ ଏବଂ ତାଙ୍କ ଗଳାଦେଶ ରେ ଗୁଡ଼ାଇ ଦଲୋ।

Cross references

ଆଦି ପୁସ୍ତକ 25:25

ଜେଷ୍ଠ ବାରାହି ଆସିଲା ରକ୍ତବର୍ଣ୍ଣ ଦଖାଯାେଉଥିଲା, ତାଙ୍କର ଚର୍ମ ଲୋମଶ ବସ୍ତ୍ରପରି ଥିଲା। ଏଣୁ ଏହାର ନାମ ଏଷୌ ଦିଆଗଲା।

ଆଦି ପୁସ୍ତକ 27:23

ଇସ୍ହାକ ତାଙ୍କୁ ଚିହ୍ନିପାରିଲେ ନାହିଁ, କାରଣ ତା'ର ହାତଗୁଡ଼ିକ ଏଷୌର ଲୋମଶ ହାତ ପରି। ତେଣୁ ସେ ତାଙ୍କୁ ଆଶୀର୍ବାଦ କଲେ।

Interlinear

Choose Theme