ଆଦି ପୁସ୍ତକ 26:16 · ଓଡ଼ିଆ ବାଇବେଲ
ଏହାପରେ ଅବିମଲକେ ଇସ୍ହାକଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ନିକଟରୁ ପ୍ରସ୍ଥାନ କର। ଯେ ହତେୁ ତୁମ୍ଭେ ଆମ୍ଭମାନଙ୍କଠାରୁ ବଳବାନ ହାଇେଅଛ।
Cross references
ଯାତ୍ରା ପୁସ୍ତକ 1:9
ସହେି ରାଜା ତାଙ୍କର ଲୋକମାନଙ୍କୁ କହିଲେ, ଇଶ୍ରାୟେଲ ଲୋକମାନଙ୍କୁ ଦେଖ। ସମାନଙ୍କେର ସଂଖ୍ଯା ଆମ୍ଭମାନଙ୍କ ଅପେକ୍ଷା ଅଧିକ! ସମାନେେ ଆମ୍ଭଠାରୁ ଅଧିକ ଶକ୍ତିଶାଳୀ!