ଆଦି ପୁସ୍ତକ 26:10 · ଓଡ଼ିଆ ବାଇବେଲ
ଅବିମଲକେ କହିଲା, ତୁମ୍ଭେ ଆମ୍ଭକୁ ଖରାପ ବ୍ଯବହାର କଲ। ଯଦି କୌଣସି ଲୋକ ତୁମ୍ଭ ସ୍ତ୍ରୀ ସଂଗ ରେ ଅନ୍ଯାଯାସ ରେ ଶଯନ କରି ଥାଆନ୍ତା। ତାହାହେଲେ ସେ ପାପରେ ଭାଗିଦାର ହାଇେଥାନ୍ତା।
Cross references
ଆଦି ପୁସ୍ତକ 12:18
ତେଣୁ ଫାରୋ ଅବ୍ରାମଙ୍କୁ ଡ଼ାକି କହିଲେ, ତୁମ୍ଭେ କାହିଁକି ମାେ ପ୍ରତି ଏପରି ମନ୍ଦ ଆଚ଼ରଣ କଲ? ସାରୀ ତୁମ୍ଭର ସ୍ତ୍ରୀ ବୋଲି ତୁମ୍ଭେ କହି ନଥିଲ! କାହିଁକି?
ଆଦି ପୁସ୍ତକ 20:9
ଏହାପରେ ଅବିମଲକେ ଅବ୍ରହାମଙ୍କୁ ଡ଼ାକି କହିଲେ, ତୁମ୍ଭେ କାହିଁକି ଆମ୍ଭ ପ୍ରତିି ଏପରି କଲ? ମୁଁ ତୁମ୍ଭର ତ କିଛି ଦୋଷ କରି ନାହିଁ? ମୁଁ ତୁମ୍ଭ ପ୍ରତି କ'ଣ କରିଛି ଯେ, ମାେ ଦେଶ ପ୍ରତି ବିପଦ ଆଣିବାକୁ ତୁମ୍ଭେ ଇଚ୍ଛା କଲ? ତୁମ୍ଭର ମାେ ପ୍ରତି ଏପରି କରିବାର ନ ଥିଲା।