Home Bibles ଆଦି ପୁସ୍ତକ 24:64 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 24:64 · ଓଡ଼ିଆ ବାଇବେଲ

ରିବିକା ଅନାଇ ଇସ୍ହାକକୁ ଦେଖିଲା, ତା'ପରେ ସେ ଓଟରୁ ଓହ୍ଲାଇ ପଡ଼ିଲା।

Cross references

ଯିହୋଶୂୟ 15:18

ଅକ୍ଷାର ଅନ୍ତୀଯଲେ ସହିତ ୟିବାକକ୍ସ୍ଟ ବାହାରନ୍ତେ, ଅକ୍ଷାର ଅତ୍ନିଯଲକେକ୍ସ୍ଟ କହିଲେ ତାଙ୍କ ବାପାଙ୍କକ୍ସ୍ଟ କିଛି ଭୂମି ମାଗିବା ପାଇଁ। ଅକ୍ଷାର ତାଙ୍କ ପିତାଙ୍କ ପାଖକକ୍ସ୍ଟ ଗଲେ। ଯେତବେେଳେ ସେ ତାଙ୍କ ଗଧରକ୍ସ୍ଟ ଓହ୍ଲାଇ ପଡିବା ସମୟରେ କାଲେବ୍ ତାଙ୍କୁ ପଚାରିଲେ, ତୁମ୍ଭର ଆଉ କ'ଣ ଦରକାର?

ବିଚାରକର୍ତାମାନଙ୍କ ବିବରଣ 1:14

ତାଙ୍କର ସ୍ବାମୀ ଅତ୍ନୀଯେଲ୍ଙ୍କ ସଙ୍ଗ ରେ ୟିବା ସମୟରେ, ଅକଷାର ତାଙ୍କ ପିତାକକ୍ସ୍ଟ ଖଣ୍ଡେ ଭୂମି ପାଇଁ ପଗ୍ଭରିବାକକ୍ସ୍ଟ, ତାଙ୍କୁ ଉପଦେଶ ଦେଲେ। ଯେତବେେଳେ ସେ ଘୋଡାରକ୍ସ୍ଟ ଓହ୍ଲାଇ ପଡିଲେ, କାଲେବ୍ ତାଙ୍କୁ ପଚାରିଲେ, ଭୂଲ୍ କ'ଣ?

Interlinear

Choose Theme