Home Bibles ☰ Books ଆଦି ପୁସ୍ତକ 24:46 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 24:46 · ଓଡ଼ିଆ ବାଇବେଲ

ଏବଂ ସେ ସଙ୍ଗେ ସଙ୍ଗେ ତା'ର ପାତ୍ର କାନ୍ଧରୁ କାଢ଼ି ମାେ ହାତ ରେ ପାଣି ଢ଼ାଳିଲା। ଏହାପରେ ସେ କହିଲା, 'ତୁମ୍ଭେ ଏହି ଜଳପାନ କର। ମୁଁ ଓଟମାନଙ୍କୁ ଜଳପାନ କରାଉଛି।' ତେଣୁ ମୁଣ ଜଳପାନ କଲି ଏବଂ ସେ ମଧ୍ଯ ମାରେ ଓଟମାନଙ୍କୁ ଜଳପାନ କରାଇଲା।

Cross references

ଆଦି ପୁସ୍ତକ 24:18

ରିବିକା ତତ୍କ୍ଷଣାତ୍ ତାଙ୍କ କନ୍ଧରୁ ପାତ୍ରଟିକୁ ଓହ୍ଲାଇ ତାଙ୍କୁ ପିଇବାକୁ ଦେଲେ। ରିବିକା କହିଲେ, ହେ ମହାଶୟ ପାନ କର।

Interlinear

Choose Theme