Home Bibles ଆଦି ପୁସ୍ତକ 21:13 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 21:13 · ଓଡ଼ିଆ ବାଇବେଲ

କିନ୍ତୁ ମୁଁ ତୁମ୍ଭର ଦାସୀର ପୁତ୍ରଠାରୁ ମଧ୍ଯ ଏକ ମହାନ ଜାତି ନିର୍ମାଣ କରିବି। କାରଣ ସେ ତୁମ୍ଭର ପୁତ୍ର।

Cross references

ଆଦି ପୁସ୍ତକ 16:10

ସଦାପ୍ରଭୁଙ୍କର ଦୂତ ହାଗାରକୁ ମଧ୍ଯ କହିଲେ, ତୁମ୍ଭର ଅନକେ ବଂଶଧର ଜନ୍ମ ହବେେ। ସମାନଙ୍କେୁ ଗଣି ହବେ ନାହିଁ।

ଆଦି ପୁସ୍ତକ 17:20

ମୁଁ ଇଶ୍ମାଯଲେ ବିଷଯ ରେ ତୁମ୍ଭର ଅନୁ ରୋଧ ଶୁଣିଛି। ମୁଁ ତାଙ୍କୁ ଆଶୀର୍ବାଦ କରିବି। ତା'ର ବହୁସନ୍ତାନ ଜନ୍ମ ହବେେ। ତାହାଠାରୁ ବାରଜଣ ଅଧିପତି ଜନ୍ମ ନବେେ ତାଙ୍କର ପରିବାର ଏକ ବିରାଟ ଜାତି ହବେ।

ଆଦି ପୁସ୍ତକ 21:18

ୟାଅ ଏବଂ ବାଳକକୁ ସାହାୟ୍ଯ କର। ତା'ର ହାତଧରି ତାକୁ ଆଗଇେ ନିଅ। ମୁଁ ତାଙ୍କୁ ବହୁ ସନ୍ତାନର ପିତା କରିବି।

ଆଦି ପୁସ୍ତକ 25:12

ଏହା ସାରାର ମିଶରୀଯା ଦାସୀ ହାଗାରର ପୁତ୍ର, ଇଶ୍ମାଯଲଙ୍କେର ପରିବାରର ତାଲିକା ଅଟେ।

Interlinear

Choose Theme