ଆଦି ପୁସ୍ତକ 17:27 · ଓଡ଼ିଆ ବାଇବେଲ
ଯଦିଓ ଅବ୍ରହାମ ପରିବାର ସମସ୍ତ ଲୋକ ସଦେିନ ସୁନ୍ନତ ହେଲେ। ସମସ୍ତ ଦାସ ଏବଂ କ୍ରିତଦାସମାନେ ମଧ୍ଯ ସୁନ୍ନତ ହେଲେ।
Cross references
ଆଦି ପୁସ୍ତକ 17:10
ଏହି ଚୁକ୍ତିକୁ ତୁମ୍ଭମାନେେ ନିଶ୍ଚଯ ପାଳନ କରିବ। ଏହା ହେଉଛି ତୁମ୍ଭ ଓ ମାେ ମଧିଅରେ ଚୁକ୍ତି ଏବଂ ଏହା ମଧ୍ଯ ତୁମ୍ଭର ବଂଶଧରମାନଙ୍କ ପାଇଁ। ତାହା ଏହି ପ୍ରେତ୍ୟକକ ଜନ୍ମ ହବୋ ପୁରୁଷକୁ ନିଶ୍ଚଯ ସୁନ୍ନତ କରାୟିବ।
ଆଦି ପୁସ୍ତକ 18:19
ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦବେେ, ଯେଉଁପରି ଭାବରେ ମୁଁ ସମାନଙ୍କେୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ଯାଯ ଓ ଯଥାର୍ଥ ତାହା କରିବାକୁ ଚା ହେଁ। ତା'ପରେ ମୁଁ ସଦାପ୍ରଭୁ, ଯାହା ମୁଁ ପ୍ରତିଜ୍ଞା କଲି ତାହା ମୁଁ କରିବି।