ଆଦି ପୁସ୍ତକ 15:19 · ଓଡ଼ିଆ ବାଇବେଲ
କନେୀଯମାନଙ୍କର, କନଜୀଯମାନଙ୍କର ଓ କଦ୍ମୋନୀଯମାନଙ୍କର ଭୂମି ଏହିସବୁ ।
Cross references
ଗଣନା ପୁସ୍ତକ 24:21
ତହୁଁ ସେ କନେୀଯମାନଙ୍କ ଆଡକୁ ମୁହଁ କରି କହିଲା,
ପ୍ରଥମ ଶାମୁୟେଲ 15:6
ଶାଉଲ କନୋଯମାନଙ୍କୁ କହିଲେ, ୟାଅ, ଅମାଲକେ ଛାଡି ଗ୍ଭଲିୟାଅ। କାରଣ ମୁ ଅମାଲକେୀଯଙ୍କ ସହ ତୁମ୍ଭମାନଙ୍କୁ ହତ୍ଯା କରିବାକୁ ଗ୍ଭ ହେଁ ନାହିଁ। ତୁମ୍ଭମାନେେ ଇଶ୍ରାୟେଲୀୟମାନଙ୍କୁ ମିଶର ଛାଡି ଆସିବା ବେଳେ ସମାନଙ୍କେୁ ଦୟା ପ୍ରଦର୍ଶନ କରିଥିଲ। ତେଣୁ କନେୀଯମାନେ ଅମାଲକେ ପ୍ରତ୍ଯାବର୍ତ୍ତନ କଲେ।