Home Bibles ଆଦି ପୁସ୍ତକ 14:4 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 14:4 · ଓଡ଼ିଆ ବାଇବେଲ

ଏହି ରାଜାମାନେ ବାରବର୍ଷ ପର୍ୟ୍ଯନ୍ତ କଦର୍ଲାଯୋମର ରାଜାଙ୍କର ବଶୀଭୂତ ରହି ତ୍ରଯୋଦଶ ବର୍ଷ ରେ ତାଙ୍କର ବିଦ୍ରୋହି ହାଇେଥିଲେ।

Cross references

ଆଦି ପୁସ୍ତକ 9:25

ତେଣୁ ନୋହ କହିଲେ, କିଣାନ ଶାପଗ୍ରସ୍ଥ ହେଉ! ସେ ଆପଣା ଭାତୃଗଣର ଦାସାନୁଦାସ ହବେ।

ଯିହିଜିକଲ 17:15

କିନ୍ତୁ ସେ ବାବିଲର ରାଜା ବିରୁଦ୍ଧ ରେ ଗଲା। ସେ ତା'ର ବାର୍ତ୍ତାବହମାନଙ୍କୁ ଅଶ୍ବ ଓ ସୈନ୍ଯ ସାହାୟ୍ଯ ପାଇବା ନିମନ୍ତେ ମିଶରକୁ ପଠାଇଲା, ସେ କ'ଣ କୃତକାର୍ୟ୍ଯ ହବେ ? ୟିଏ ଏପରି କାର୍ୟ୍ଯସବୁ କରେ, ସେ କ'ଣ ରକ୍ଷା ପାଇବ ? ଆଉ ସେ ଚୁକ୍ତି ଲଙ୍ଘନ କରି କ'ଣ ଦଣ୍ଡ ପାଇବ ନାହିଁ ?

Interlinear

Choose Theme