Home Bibles ଆଦି ପୁସ୍ତକ 13:5 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 13:5 · ଓଡ଼ିଆ ବାଇବେଲ

ସହେି ସମୟରେ ଲୋଟ ମଧ୍ଯ ଅବ୍ରାମଙ୍କ ସହିତ ୟାତ୍ରା କରୁଥିଲେ। ଲୋଟଙ୍କର ମଧ୍ଯ ମଷେ, ପଶୁପଲ ଓ ତମ୍ବୁ ଥିଲା।

Cross references

ଆଦି ପୁସ୍ତକ 4:20

ଆଦା ଜାବଳକୁ ଜନ୍ମ ଦଲୋ, ସେ ତମ୍ବୁ ନିବାସୀ ପଶୁପାଳମାନଙ୍କର ଆଦିପୁରୁଷ ଥିଲା ଓ ସମାନେେ ଗୋରୁଗାଇ ଚ଼ରାଇ ଜୀବିକା ନିର୍ବାହ କରୁଥିଲେ।

ଆଦି ପୁସ୍ତକ 12:4

ସଦାପ୍ରଭୁଙ୍କର ବାକ୍ଯାନୁସା ରେ ଅବ୍ରାମ ହାରୋଣକୁ ପରିତ୍ଯାଗ କଲେ ଏବଂ ଲୋଟ ମଧ୍ଯ ତାଙ୍କ ସଙ୍ଗ ରେ ଗଲେ। ହାରୋଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବଯସ ପଞ୍ଚସ୍ତରି ବର୍ଷ ହାଇେଥିଲା।

ଆଦି ପୁସ୍ତକ 12:5

ଅବ୍ରାମ ତାଙ୍କର ସ୍ତ୍ରୀ ସାରୀକୁ, ଭାତୃପୁତ୍ର ଲୋଟଙ୍କୁ ଓ ହାରଣଠା ରେ ଆପଣାମାନଙ୍କ ସଂଚ଼ିତ ଧନ ଏବଂ ଲବ୍ଧ ପ୍ରାଣୀମାନଙ୍କୁ ଘନେି କିଣାନ ଦେଶକୁ ୟାତ୍ରା କଲେ।

ଆଦି ପୁସ୍ତକ 25:27

ଏହାପରେ ବାଳକମାନେ ବଢ଼ିଲେ ଏବଂ ଏଷୌ ମୃଗଯା ରେ ଜଣେ ନିପୁଣ ଓ ବନବିହାରୀ ହେଲା। ଯାକୁବ ଜଣେ ମୃଦୁ ମନୁଷ୍ଯ ବ୍ଯକ୍ତି ତମ୍ବୁ ରେ ବାସ କଲା।

ଯିରିମିୟ 49:29

ଲୋକମାନେ ସମାନଙ୍କେର ତମ୍ବୁ ଓ ପଶୁପଲକୁ ନଇେଯିବେ। ସମାନଙ୍କେର ୟବନିକା, ସମାନଙ୍କେର ୟାବତୀଯ ପାତ୍ର ଓ ଓଟ ପଲକୁ ସମାନେେ ନିଜ ପାଇଁ ନଇେଯିବେ। ଆଉ ' ସମାନଙ୍କେ ଚତୁର୍ଦ୍ଦିଗ ରେ ଆଶଙ୍କା ବୋଲି' ସମାନେେ ଉଚ୍ଚସ୍ବର ରେ କହିବେ।

Interlinear

Choose Theme