ଆଦି ପୁସ୍ତକ 11:26 · ଓଡ଼ିଆ ବାଇବେଲ
ତରହକେୁ ସତୁରି ବର୍ଷ ବଯସ ରେ ତାଙ୍କର ପୁତ୍ର ଅବ୍ରାମ, ନାହାରେ ଓ ହାରଣ ଜନ୍ମ କଲେ।
Cross references
ଆଦି ପୁସ୍ତକ 12:4
ସଦାପ୍ରଭୁଙ୍କର ବାକ୍ଯାନୁସା ରେ ଅବ୍ରାମ ହାରୋଣକୁ ପରିତ୍ଯାଗ କଲେ ଏବଂ ଲୋଟ ମଧ୍ଯ ତାଙ୍କ ସଙ୍ଗ ରେ ଗଲେ। ହାରୋଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବଯସ ପଞ୍ଚସ୍ତରି ବର୍ଷ ହାଇେଥିଲା।
ଆଦି ପୁସ୍ତକ 22:20
ଏହିସବୁ ଘଟଣା ଘଟିୟିବା ପରେ , ଅବ୍ରହାମକୁ ଏକ ବାର୍ତ୍ତା ପଠାଗଲା। ବର୍ତ୍ତାଟି ଏହିପରି ଥିଲା, ତୁମ୍ଭର ଭାଇ ନା ହରେ ଏବଂ ତାଙ୍କର ସ୍ତ୍ରୀ ମିଲ୍କା ସନ୍ତାନ ପ୍ରସବ କରିଅଛି।
ଆଦି ପୁସ୍ତକ 24:10
ସହେି ଦାସ ଅବ୍ରହାମଙ୍କର ଦଶଟା ଓଟ ନଇେ ସହେି ସ୍ଥାନ ପିରତ୍ଯାଗ କଲା। ସମସ୍ତ ପ୍ରକାରର ସୁନ୍ଦର ଉପହାରଗୁଡ଼ିକ ବହନ କରି ନେଲେ। ସହେି ଦାସ ନାହାରେ ଅରାମନହରଯିମର ନଗରକୁ ୟାତ୍ରା କଲା।
ଆଦି ପୁସ୍ତକ 29:4
ଯାକୁବ ସଠାେରେ ସହେି ମଷେପାଳକମାନକୁ କହିଲେ, ହେ ଭାଇମାନେ ତୁମ୍ଭର ଘର କେଉଁଠି?
ଯିହୋଶୂୟ 24:2
ଏହାପରେ ୟିହୋଶୂଯ ସମସ୍ତ ଲୋକମାନଙ୍କୁ କହିଲେ, ମୁ ତୁମ୍ଭକୁ ଯାହା କହକ୍ସ୍ଟଛି ତାକକ୍ସ୍ଟ ସଦାପ୍ରଭୁ ଇଶ୍ରାୟେଲ ପରମେଶ୍ବର କହିଛନ୍ତି, ତୁମ୍ଭମାନଙ୍କୁ।
ପ୍ରଥମ ବଂଶାବଳୀ 1:26
ସରୁଗ୍, ନାହାରେ, ତରହେ,