Home Bibles ☰ Books ଆଦି ପୁସ୍ତକ 10:8 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 10:8 · ଓଡ଼ିଆ ବାଇବେଲ

ନିମ୍ରୋଜ୍ କୂଶର ପୁତ୍ର। ସେ ପୃଥିବୀ ମଧିଅରେ ପରାକ୍ରମି ହବୋକୁ ଲାଗିଲା।

Cross references

ଆଦି ପୁସ୍ତକ 2:13

ଦ୍ବିତୀୟ ନଦୀର ନାମ ଗୀହାନ୍େ ଥିଲା। ଏହା ସମସ୍ତ କୁଶ ଦେଶକୁ ବ୍ଯାପିଥିଲା।

ପ୍ରଥମ ବଂଶାବଳୀ 1:10

କୂଶ୍ଙ୍କର ବଂଶଧରମାନଙ୍କ ମଧ୍ଯରୁ ନିମ୍ରୋଦ ନାମକ ଜଣେ ବ୍ଯକ୍ତି ବୃଦ୍ଧିପ୍ରାପ୍ତ ହାଇେ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ହବୋକୁ ଲାଗିଲା।

ମୀଖା 5:6

ସମାନେେ ସମାନଙ୍କେର ଖଡ୍ଗ ବ୍ଯବହାର କରିବେ ଓ ଅଶୂରୀଯମାନଙ୍କୁ ଶାସନ କରିବେ। ସମାନେେ ମଧ୍ଯ ନିମ୍ରୋଦ ଦେଶର ଲୋକମାନଙ୍କୁ ହସ୍ତ ରେ ଖଡ୍ଗ ଧାରଣ କରି ଶାସନ କରିବେ। କିନ୍ତୁ ଇଶ୍ରାୟେଲର ଶାସକ ଯେଉଁ ଅଶୂରୀଯମାନେ ଆମ୍ଭ ଦେଶକୁ ଆସିବେ ଓ ଆମ୍ଭ ସୀମା ମଧିଅରେ ପ୍ରବେଶ କରିବେ ସମାନଙ୍କେଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରବେ।

Interlinear

Choose Theme