Home Bibles ଆଦି ପୁସ୍ତକ 10:23 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 10:23 · ଓଡ଼ିଆ ବାଇବେଲ

ଏହି ଅରାମର ସନ୍ତାନ ଊଷ୍, ହୂଲ, ଗେଥର ଓ ମଶ୍।

Cross references

ଆୟୁବ ପୁସ୍ତକ 1:1

ଊଷ୍ ଦେଶ ରେ ଆୟୁବ ନାମ ରେ ଜଣେ ବ୍ଯକ୍ତି ବାସ କରୁଥିଲା। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ଯକ୍ତି ଥିଲା। ଆୟୁବ ପରମେଶ୍ବରଙ୍କ ଉପାସନା କରିବା ବ୍ଯତୀତ ଅନ୍ୟ ସମସ୍ତ ପ୍ରକାର ମନ୍ଦ କାର୍ୟ୍ଯରୁ ବିରତ ରହୁଥିଲା।

ଯିରିମିୟ 25:20

ପୁଣି ଆରବର ସମସ୍ତଙ୍କୁ ଓ ଉଷ୍ ଦେଶସ୍ଥ ସମସ୍ତ ରାଜାଙ୍କୁ

Interlinear

Choose Theme