Home Bibles ☰ Books ଗାଲାତୀୟଙ୍କ ପ୍ରତି ପତ୍ର 4:2 · ଓଡ଼ିଆ ବାଇବେଲ
ଗାଲାତୀୟଙ୍କ ପ୍ରତି ପତ୍ର 4:2 · ଓଡ଼ିଆ ବାଇବେଲ

କାରଣ ସହେି ଶିଶୁ ଆପଣା ପିତାଙ୍କ ଦ୍ବାରା ନିଶ୍ଚିତ କରାଯାଇଥିବା ସମୟ ପର୍ୟ୍ଯନ୍ତ ଅଭିଭାବକ ଓ ତାର ଯତ୍ନ ନ୍ଯସ୍ତ କରା ଯାଇଥିବା ବ୍ଯକ୍ତିମାନଙ୍କର ଅଧୀନ ରେ ଥାଏ।

Cross references

ଦାନିଏଲ 11:29

'ନିରୂପିତ ସମୟରେ ସେ ପୁଣି ଦକ୍ଷିଣ ବିରୁଦ୍ଧ ରେ ୟିବ। ମାତ୍ର ପୂର୍ବପରି ସେ ଆଉ ସଫଳ ହବେନାହିଁ।

ହବକକୂକ 2:3

ଏହି ଦର୍ଶନ ନିର୍ଦ୍ଦିଷ୍ଟ ସାକ୍ଷୀ ଅଟେ। ଏହା ଶଷେ ବାର୍ତ୍ତା ସମ୍ବନ୍ଧ ରେ ସାକ୍ଷୀ ଦିଏ ଏବଂ ଏହା ମିଥ୍ଯା ହୁଏ ନାହିଁ। ଯେପରି ଜଣାୟିବ ଏହି ସମୟ କବେେ ଆସିବ ନାହିଁ। କିନ୍ତୁ ର୍ଧୈୟ୍ଯ ଧରି ଅପେକ୍ଷା କର, ସେ ସମୟ ନିଶ୍ଚଯ ଆସିବ। ଏହା ଅଧିକ ବିଳମ୍ବ ହବେନାହିଁ।

ଯୋହନଲିଖିତ ସୁସମାଚାର 15:7

ମାଠାେ ରେ ରୁହ ଓ ମାରେଉପଦେଶ ପାଳନ କର। ଯଦି ତୁମ୍ଭେ ଏହା କର, ତବେେ ଯାହା ଇଚ୍ଛା କର ତାହା ମାଗ ଆଉ ତାହା ତୁମ୍ଭକୁ ଦିଆୟିବ।

ଗାଲାତୀୟଙ୍କ ପ୍ରତି ପତ୍ର 3:24

ଅତଏବ, ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ବ୍ଯବସ୍ଥା ଆମ୍ଭର ସ୍ବାମୀ ଥିଲା। ତା'ପରେ ଆମ୍ଭେ ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ସହିତ ଧାର୍ମିକ ହେଲୁ।

Interlinear

Choose Theme