Home Bibles ଗାଲାତୀୟଙ୍କ ପ୍ରତି ପତ୍ର 3:6 · ଓଡ଼ିଆ ବାଇବେଲ
ଗାଲାତୀୟଙ୍କ ପ୍ରତି ପତ୍ର 3:6 · ଓଡ଼ିଆ ବାଇବେଲ

ଅବ୍ରହାମଙ୍କ ବିଷୟ ରେ ଶାସ୍ତ୍ର ମଧ୍ଯ ଏହି କଥା କୁ ହେ : ଅବ୍ରହାମ ପରମେଶ୍ବରଙ୍କୁ ବିଶ୍ବାସ କଲେ ଓ ପରମେଶ୍ବର ତାହାଙ୍କ ନିଜ ସହିତ ଅବ୍ରହାମଙ୍କୁ ଧାର୍ମିକ କରିବା ପାଇଁ ତାହାଙ୍କର ବିଶ୍ବାସକୁ ଗ୍ରହଣ କଲେ।

Cross references

ଆଦି ପୁସ୍ତକ 15:6

ଅବ୍ରାମ ସଦାପ୍ରଭୁଙ୍କୁ ବିଶ୍ବାସ କଲେ ଏବଂ ପରମେଶ୍ବର ତା'ର ବିଶ୍ବାସକୁ ଧାର୍ମିକତା କାର୍ୟ୍ଯ ବୋଲି ବିବଚେନା କଲେ।

ରୋମୀୟଙ୍କ ପ୍ରତି ପତ୍ର 4:3

ଶାସ୍ତ୍ର କୁ ହେ, ଅବ୍ରାହାମ ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଲେ। ପରମେଶ୍ବର ତାହାଙ୍କର ବିଶ୍ବାସକୁ ଗ୍ରହଣ କଲେ। ଏହା ଦ୍ବାରା ପରମେଶ୍ବରଙ୍କ ପ୍ରତି ଅବ୍ରାହାମ ଧାର୍ମିକ ହେଲେ।

ରୋମୀୟଙ୍କ ପ୍ରତି ପତ୍ର 4:9

ତବେେ ଏହି ଖୁସି କଣ କବଳେ ସୁନ୍ନତ ହାଇେଥିବା ଯିହୂଦୀମାନଙ୍କ ପାଇଁ ଅଟେ? ବା ଯେଉଁ ଅଣଯିହୂଦୀମାନେ ସୁନ୍ନତ ହାଇେ ନାହାଁନ୍ତି ସମାନଙ୍କେ ପାଇଁ ମଧ୍ଯ ଅଟେ? ଆମ୍ଭେ କହି ସାରିଛୁ ଯେ, ପରମେଶ୍ବର ଅବ୍ରାହାମଙ୍କ ବିଶ୍ବାସକୁ ଗ୍ରହଣ କଲେ ଓ ସହେି ବିଶ୍ବାସ ଅବ୍ରାହାମକୁ ତାଙ୍କ ପ୍ରତି ଧାର୍ମିକ କଲା।

ରୋମୀୟଙ୍କ ପ୍ରତି ପତ୍ର 4:21

ଅବ୍ରାହାମ ଦୃଢ଼ ଭାବରେ ଅନୁଭବ କଲେ ଯେ ପରମେଶ୍ବର ଯାହା ପ୍ରତିଶ୍ରୁତି ଦଇେଛନ୍ତି, ତାହା କରିବା ରେ ସେ ସକ୍ଷମ ଥିଲେ।

ରୋମୀୟଙ୍କ ପ୍ରତି ପତ୍ର 4:24

ଏହି ବାକ୍ଯଗୁଡ଼ିକ ଆମ୍ଭ ପାଇଁ ମଧ୍ଯ ଲଖାେ ଯାଇଥିଲା। ଆମ୍ଭେ ବିଶ୍ବାସ କରୁଥିବା ୟୋଗୁ ପରମେଶ୍ବର ଆମ୍ଭକୁ ମଧ୍ଯ ଗ୍ରହଣ କରିବେ। ଆମ୍ଭେ ତାହାଙ୍କୁ ବିଶ୍ବାସ କରୁ ୟିଏ ଆମ୍ଭର ପ୍ରଭୁ ଯୀଶୁଙ୍କୁ ମୃତ୍ଯୁରୁ ପୁନର୍ଜୀବିତ କଲେ।

ରୋମୀୟଙ୍କ ପ୍ରତି ପତ୍ର 9:32

କାରଣ ସମାନଙ୍କେର ବିଶ୍ବାସ ନଥିଲା ଯେ ସମାନେେ ନିଜର କାର୍ୟ୍ଯ ଦ୍ବାରା ଧାର୍ମିକ ହବୋ ପାଇଁ ଚେଷ୍ଟା କଲେ ତେଣୁ ସମାନେେ ଝୁଣ୍ଟି ପଡିବା ପଥର ରେ ଝୁଣ୍ଟି ପଡିଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:19

ମାେ କହିବା କଥା ଯେ, ପରମେଶ୍ବର ଖ୍ରୀଷ୍ଟଙ୍କ ହତେୁ ଲୋକମାନଙ୍କର ପାପଗୁଡ଼ିକୁ ଗଣନା ନ କରି, ନିଜକୁ ଜଗତର ଲୋକମାନଙ୍କ ସହିତ ପୁନର୍ମିଳିତ କରୁଛନ୍ତି। କବଳେ ସତେିକି ନୁହେଁ ମାତ୍ର ସେ ଆମ୍ଭମାନଙ୍କୁ, ଲୋକମାନଙ୍କୁ ପୁନର୍ମିଳନର ସମ୍ବାଦ କହିବା ଭାର ଦଇେଛନ୍ତି। ସେଥିପାଇଁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିନିଧି ଭାବେ କାମ କରୁଛୁ।

ଗାଲାତୀୟଙ୍କ ପ୍ରତି ପତ୍ର 3:9

ଅବ୍ରହାମ ଏହାକୁ ବିଶ୍ବାସ କଲେ ଓ ସେଥିପାଇଁ ସେ ଆଶୀର୍ବାଦ ଲାଭ କଲେ। ସହେିପରି ଯେଉଁମାନେ ବିଶ୍ବାସ କରନ୍ତି, ସମାନେେ ଅବ୍ରହାମଙ୍କ ପରି ଆଶୀର୍ବାଦ ପାଆନ୍ତି।

ଯାକୁବଙ୍କ ପତ୍ 2:23

ଏହାଦ୍ବାରା ଶାସ୍ତ୍ରର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ ହୁଏ ଯେ : ଅବ୍ରହାମ ପରମେଶ୍ବରଙ୍କୁ ବିଶ୍ବାସ କଲେ। ଓ ପରମେଶ୍ବର ଅବ୍ରହାମଙ୍କ ବିଶ୍ବାସକୁ ଗ୍ରହଣ କଲେ। ସହେି ବିଶ୍ବାସ ଅବ୍ରହାମଙ୍କୁ ପରମେଶ୍ବରଙ୍କ ନିକଟରେ ଧାର୍ମିକ କଲା।332 ପରମେଶ୍ବରଙ୍କ ମିତ୍ର333 ବୋଲି ଅବ୍ରହାମ ଡ଼କାଗଲେ।

Interlinear

Choose Theme