Home Bibles ଗାଲାତୀୟଙ୍କ ପ୍ରତି ପତ୍ର 1:20 · ଓଡ଼ିଆ ବାଇବେଲ
ଗାଲାତୀୟଙ୍କ ପ୍ରତି ପତ୍ର 1:20 · ଓଡ଼ିଆ ବାଇବେଲ

ପରମେଶ୍ବର ଜାଣନ୍ତି ଯେ, ମୁଁ ଏଥି ରେ ଯାହା କିଛି ଲେଖୁଛି, ତାହା ମିଥ୍ଯା ନୁହେଁ।

Cross references

ରୋମୀୟଙ୍କ ପ୍ରତି ପତ୍ର 9:1

ମୁଁ ଖ୍ରୀଷ୍ଟଙ୍କଠା ରେ ଅଛି, ଓ ମୁଁ ସତ୍ଯ କହୁଛି। ମୁଁ ମିଛ କହୁ ନାହିଁ। ପବିତ୍ରଆତ୍ମା ଦ୍ବାରା ମାରେ ଭାବନା ନିୟନ୍ତ୍ରିତ। ଏହି ଭାବନା ମାେତେ କୁ ହେ ଯେ ମୁଁ ମିଛ କୁ ହେ ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:10

ମୁଁ ଯୀଶୁ ଖ୍ରୀଷ୍ଟଙ୍କଠା ରେ ଥାଇ ସତ୍ଯକହୁଛି, ସହେି ବିଷୟ ରେ ଗର୍ବ ପୂର୍ବକ କହିବା ପାଇଁ ମାେତେ ସମଗ୍ର ଆଖାଯା ରେ କହେି ଅଟକାଇ ପାରିବ ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:31

ପରମେଶ୍ବର ଜାଣନ୍ତି ଯେ, ମୁଁ ମିଥ୍ଯା କହୁ ନାହିଁ। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା।

Interlinear

Choose Theme