Home Bibles ଗାଲାତୀୟଙ୍କ ପ୍ରତି ପତ୍ର 1:2 · ଓଡ଼ିଆ ବାଇବେଲ
ଗାଲାତୀୟଙ୍କ ପ୍ରତି ପତ୍ର 1:2 · ଓଡ଼ିଆ ବାଇବେଲ

ମାେ ସହିତ ଥିବା ଏବଂ ଖ୍ରୀଷ୍ଟଙ୍କଠା ରେ ବିଶ୍ବାସୀ ସମସ୍ତ ଭାଇମାନଙ୍କ ତରଫରୁ ଏହି ପତ୍ରଟି ଗାଲାତୀୟ ଅଞ୍ଚଳର ସମସ୍ତ ବିଶ୍ବାସୀ ମଣ୍ଡଳୀ ନିକଟକୁ ଲଖାଯାେଉଅଛି।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 9:31

ଏହାଦ୍ବାରା ୟିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀ ରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ବାସୀମାନଙ୍କ ସଂଖ୍ଯା ବଢ଼ିବା ରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ର ଆତ୍ମାର ସହାୟତା ପାଇ ସମାନେେ ରହୁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:41

ପାଉଲ ଓ ଶୀଲା ସିରିଆ ଓ କିଲିକିଯା ଦେଶ ଦଇେ ଗଲେ ଓ ମଣ୍ଡଳୀଗୁଡ଼ିକୁ ଶକ୍ତିଶାଳୀ ହବୋପାଇଁ ସାହାୟ୍ଯ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:5

ତେଣୁ ମଣ୍ଡଳୀଗୁଡ଼ିକର ସଂଖ୍ଯା ଦିନକୁ ଦିନ ବଢ଼ିବାକୁ ଲାଗୁଥିଲା ଓ ସଗେୁଡ଼ିକ ବିଶ୍ବାସ ରେ ଶକ୍ତିଶାଳୀ ହେଉଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:23

ସଠାେରେ ପାଉଲ କିଛି ଦିନ ରହିଲେ। ତା'ପରେ ସେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳକୁ ଚ଼ାଲିଗଲେ। ସଠାେରେ ସେ ସହରରୁ ସହର ବୁଲି ଯୀଶୁଙ୍କର ସମସ୍ତ ଶିଷ୍ଯମାନଙ୍କୁ ବଳବାନ୍ କଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16:1

ବର୍ତ୍ତମାନ ପରମେଶ୍ବରଙ୍କ ଲୋକମାନଙ୍କର ସାହାୟ୍ଯ ପାଇଁ ଅର୍ଥ ସଂଗ୍ରହ ବିଷୟ ରେ ମୁଁ ଗାଲାତୀୟ ମଣ୍ଡଳୀକୁ ଏ ସର୍କ ରେ ଦଇେ ଥିବା ନିର୍ଦ୍ଦଶମାନେ ତୁମ୍ଭମାନେେ ଅବଶ୍ଯ ପାଳନ କରିବା ଉଚିତ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:22

ତୁମ୍ଭମାନେେ ଜାଣିଛ ଯେ ତୀମଥି କି ପ୍ରକାରର ଲୋକ। ପୁତ୍ର ଯେପରି ପିତାର ସବୋ କରେ, ସହେିପରି ସେ ମାେ ସହିତ ସୁସମାଚାର କହିବା ସମୟରେ ମାରେ ସବୋ କରିଛନ୍ତି ; ଏକଥା ତୁମ୍ଭମାନେେ ଜାଣ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:21

ଖ୍ରୀଷ୍ଟଙ୍କଠା ରେ ପରମେଶ୍ବରଙ୍କ ପ୍ରେତ୍ୟକକ ପବିତ୍ର ଲୋକକୁ ନମସ୍କାର। ମାେ ସହିତ ଥିବା ପରମେଶ୍ବରଙ୍କ ଲୋକମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।

Interlinear

Choose Theme