ଗାଲାତୀୟଙ୍କ ପ୍ରତି ପତ୍ର 1:18 · ଓଡ଼ିଆ ବାଇବେଲ
ତିନିବର୍ଷ ପରେ ମୁଁ ୟିରୁଶାଲମକୁ ଗଲି। ମୁଁ ପିତର ଙ୍କୁ ଦଖାେ କରିବାକୁ ଯାଇଥିଲି।
Cross references
ରେରିତମାନଙ୍କ କାର୍ଯ୍ୟର ବିବରଣ 9:22
କିନ୍ତୁ ଶାଉଲ ଅଧିକ ଶକ୍ତିଶାଳୀ ହାଇେ ଉଠିଲେ। ସେ ପ୍ରମାଣ କରି ଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ତାହାଙ୍କ ପ୍ରମାଣ ସବୁ ଏତେ ଦୃଢ଼ ଥିଲା ଯେ, ଦମ୍ମସକରେ ଯିହୂଦୀମାନେ ଏ ବିଷୟ ରେ ତାହାଙ୍କ ସହିତ ୟୁକ୍ତି କରିପାରୁ ନଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 9:26
ଶାଉଲ ୟିରୂଶାଲମ ରେ ପହଞ୍ଚି ବିଶ୍ବାସୀ ଶିଷ୍ଯମାନଙ୍କ ସହିତ ଯୋଗଦବୋ ପାଇଁ ଚେ଼ଷ୍ଟା କଲେ, କିନ୍ତୁ ସମାନେେ ସମସ୍ତେ ତାହାଙ୍କୁ ଭୟ କରୁଥିଲେ। ସେ ଯେ ପ୍ରକୃତ ରେ ଯୀଶୁଙ୍କର ଶିଷ୍ଯ ହାଇେଅଛନ୍ତି, ଏହା ଶିଷ୍ଯମାନେ ବିଶ୍ବାସ କଲେ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22:17
ତା'ପରେ ମୁଁ ୟିରୁଶାଲମକୁ ଫରେି ଆସିଲି। ସଠାେରେ ମନ୍ଦିର ରେ ଦିନେ ପ୍ରର୍ଥନା କଲା ବେଳେ ମୁଁ ଗୋଟିଏ ଦର୍ଶନ ଦେଖିଲି।