Home Bibles ଏଜ୍ରା 8:7 · ଓଡ଼ିଆ ବାଇବେଲ
ଏଜ୍ରା 8:7 · ଓଡ଼ିଆ ବାଇବେଲ

ଏଲମର ବଂଶଧରମାନଙ୍କ ମଧ୍ଯରୁ ଅଥଲିଯର ପୁତ୍ର ୟିଶାଯାହ ଓ ତାଙ୍କ ସଙ୍ଗେ 70 ପୁରୁଷ।

Cross references

ଏଜ୍ରା 2:7

ଏଲମର ବଂଶଧର 1 ,254 ଜଣ।

ଏଜ୍ରା 2:31

ଅନ୍ୟ ଏଲମ ସହରରୁ 1 ,254 ଜଣ।

ଏଜ୍ରା 10:2

ଏହାପରେ ଏଲାମର ବଂଶଧରମାନଙ୍କ ମଧ୍ଯରୁ ୟିହୀଯଲରେ ପୁତ୍ର ଶଖନିଯ ଏଜ୍ରାଙ୍କୁ କହିଲା, ଆମ୍ଭେ ଆମ୍ଭର ପରମେଶ୍ବରଙ୍କୁ ବିଶ୍ବାସଘାତ କରୁଛୁ। ଆମ୍ଭେ ଅନ୍ୟ ଦେଶୀଯମାନଙ୍କୁ ବିବାହ କରିଛୁ। କିନ୍ତୁ ଆମ୍ଭେ ଏପରି କଲେ ମଧ୍ଯ ଆମ୍ଭମାନଙ୍କର ଇଶ୍ରାୟେଲଙ୍କ ପ୍ରତି ଭରସା ଅଛି।

ନିହିମିୟା 7:12

ଏଲମର ବଂଶଧର 1,254 ଜଣ।

ନିହିମିୟା 7:34

ଅନ୍ୟ ଏଲମ ସହରରୁ 1,254 ଜଣ।

Interlinear

Choose Theme