Home Bibles ☰ Books ଏଜ୍ରା 8:15 · ଓଡ଼ିଆ ବାଇବେଲ
ଏଜ୍ରା 8:15 · ଓଡ଼ିଆ ବାଇବେଲ

ମୁଁ ଏହି ଲୋକମାନଙ୍କୁ ଅହବା ଆଡକୁ ପ୍ରବାହିତ ନଦୀ ନିକଟରେ ଏକତ୍ର କଲି। ସଠାେରେ ଆମ୍ଭମାନେେ ଛାଉଣୀ କରି ତିନିଦିନ ରହିଲୁ। ମୁଁ ଲୋକମାନଙ୍କ ମଧିଅରେ ଓ ଯାଜକମାନଙ୍କ ମଧିଅରେ ଖାଜେିଲି କିନ୍ତୁ ଲବେୀର କୌଣସି ପୁତ୍ରକୁ ପାଇଲି ନାହିଁ।

Cross references

ଏଜ୍ରା 7:7

ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷ ରେ ଇଶ୍ରାୟେଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲବେୀୟମାନଙ୍କର କେତକେ ଜଣ ପୁଣି ଗାଯକମାନେ ଓ ଦ୍ବାରପାଳମାନେ ଓ ନଥୀନୀଯମାନେ ୟିରୁଶାଲମକୁ ଗଲେ।

ଏଜ୍ରା 7:24

ଆହୁରି ଯାଜକମାନଙ୍କର, ଲବେୀୟମାନଙ୍କର, ଗାଯକମାଙ୍କର, ଦ୍ବାରପାଳମାନଙ୍କର ନାଥୀନୀଯମାନଙ୍କର ଓ ପରମେଶ୍ବରଙ୍କ ଏହି ମନ୍ଦିରର ସବେକମାନଙ୍କର କାହାରି ଉପରେ କର, ରାଜସ୍ବ ବା ମାସୁଲ ବସାଇବା ବ୍ଯବସ୍ଥା ବିରୁଦ୍ଧ ହବେ ବୋଲି ଆମ୍ଭମାନେେ ତୁମ୍ଭକୁ ଜଣାଉ ଅଛୁ।

ଏଜ୍ରା 7:28

ପୁଣି ସେ ରାଜାର ଓ ତାଙ୍କର ମନ୍ତ୍ରୀଗଣର ଓ ରାଜାଙ୍କର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତ ରେ ମାେ ପ୍ରତି ଅଧିକ ଦୟା ପ୍ରକାଶ କରି ଅଛନ୍ତି। ମୁଁ ଶକ୍ତିଶାଳୀ ହଲିେ କାରଣ ସଦାପ୍ରଭୁ ପରମେଶ୍ବରଙ୍କର ହସ୍ତ ମାେ ଉପରେ ଥିଲା। ଏହି ପ୍ରକା ରେ ମୁଁ ଇଶ୍ରାୟେଲର ଲୋକମାନଙ୍କର ମୁଖ୍ଯମାନଙ୍କୁ ମାେ ସହିତ ୟିବା ପାଇଁ ଏକତ୍ରୀତ କଲି।

ଏଜ୍ରା 8:2

ପୀନହସର ବଂଶଧରମାନଙ୍କ ମଧ୍ଯରୁ ଗେର୍ଶୋମ, ଈଥାମରର ବଂଶଧରମାନଙ୍କ ମଧ୍ଯରୁ ଦାନିୟେଲ। ଦାଉଦଙ୍କ ବଂଶଧରମାନଙ୍କ ମଧ୍ଯରୁ ହଟୂଶ୍।

ଏଜ୍ରା 8:21

ଏହାପରେ ଆମ୍ଭମାନଙ୍କ ନିମନ୍ତେ, ଆମ୍ଭମାନଙ୍କ ସନ୍ତାନମାନଙ୍କ ନିମନ୍ତେ, ଆମ୍ଭମାନଙ୍କର ସମସ୍ତ ସାମଗ୍ରୀ ନିମନ୍ତେ ଓ ସକଳ ସମ୍ପତ୍ତି ପାଇଁ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାଯ ରେ ଆମ୍ଭମାନଙ୍କ ପରମେଶ୍ବରଙ୍କ ସାକ୍ଷାତ ରେ ଆପଣାମାନଙ୍କୁ ନମ୍ରକରିବା ପାଇଁ ମୁଁ ଅହିବାନଦୀ ନିକଟରେ ଉପବାସ ଘାଷେଣା କଲି।

ଏଜ୍ରା 8:31

ଏହାପରେ ଆମ୍ଭମାନେେ ୟିରୁଶାଲମକୁ ୟାତ୍ରାକରିବା ନିମନ୍ତେ ପ୍ରଥମ ମାସର ଦ୍ବାଦଶ ଦିନ ଅହବା ନଦୀ ନିକଟକୁ ପ୍ରସ୍ଥାନ କଲୁ। ଆମ୍ଭମାନଙ୍କ ପରମେଶ୍ବରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା। ଆଉ ପଥ ମଧିଅରେ ଶତୃ ଓ ଓଗାଳି ବସିବା ଲୋକମାନଙ୍କ ହସ୍ତରୁ ସେ ଆମ୍ଭକୁ ଉଦ୍ଧାର କଲେ।

ଗୀତସଂହିତା 137:1

ଆମ୍ଭମାନେେ ବାବିଲୀଯ ନଦୀ ନିକଟରେ ସିୟୋନକୁ ସ୍ମରଣ କଲା ବେଳେ ସଠାେରେ ବସି ରୋଦନ କଲୁ।

ଯିହିଜିକଲ 1:1

ମୁଁ ବୂଷିର ପୁତ୍ର ଯାଜକ ଯିହିଜିକଲ।

ଯିହିଜିକଲ 3:15

ତବେେ ମୁଁ ତଲେ-ଆବୀବକୁ, କବାର ନଦୀ ତୀର ନିବାସୀ ନିର୍ବାସିତ ଲୋକମାନଙ୍କ ନିକଟକୁ ଆସିଲି। ସମାନେେ ଯେଉଁ ସ୍ଥାନ ରେ ବାସ କରୁଥିଲେ, ସେ ସ୍ଥାନ ରେ ସମାନଙ୍କେ ମଧିଅରେ ବିବ୍ରତ ଓ ନୀରବ ରେ ସାତଦିନ ବସି ରହିଲି।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:13

ବିଶ୍ରାମବାର ଦିନ ଆମ୍ଭେ ନଗରଦ୍ବାର ବାହା ରେ ନଦୀ କୂଳ ଆଡ଼େ ଗଲୁ। ଆମ୍ଭେ ଭାବିଥିଲୁ ଯେ, ସଠାେରେ ପ୍ରାର୍ଥନା କରିବା ପାଇଁ ଗୋଟିଏ ସ୍ଥାନ ଥିବ। ଆମ୍ଭେ ସଠାେରେ ବସିଲୁ ଓ ସଠାେରେ ଏକତ୍ରୀତ ହାଇେଥିବା ସ୍ତ୍ରୀମାନଙ୍କ ସହିତ କଥା ହେଲୁ।

Interlinear

Choose Theme