ଏଜ୍ରା 4:16 · ଓଡ଼ିଆ ବାଇବେଲ
ଆମ୍ଭମାନେେ ମହାରାଜଙ୍କୁ ଜଣାଉଅଛୁ ଯେ, ଏହି ନଗର ନିର୍ମିତ ଓ ଏହି ପ୍ରାଚୀର ସମାପ୍ତ ହେଲା, ତଦ୍ବାରା ନଦୀ ସପୋର ରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ।
Cross references
ଦିତୀୟ ଶାମୁୟେଲ 8:3
ସୋବାରର ରାଜା ରହୋବର ପକ୍ସ୍ଟତ୍ର, ହଦଦଷେର ଫରାତ ନଦୀ ନିକଟରେ ନିଜର ରାଜ୍ଯ ପକ୍ସ୍ଟନର୍ବାର ହସ୍ତଗତ କରିବାକୁ ୟିବା ସମୟରେ ଦାଉଦ ତାହାଙ୍କକ୍ସ୍ଟ ପରାସ୍ତ କଲେ।
ପ୍ରଥମ ରାଜାବଳୀ 4:24
ଶଲୋମନ ତିପ୍ସହଠାରୁ ଘସା ପର୍ୟ୍ଯନ୍ତ ଫରାତ୍ ନଦୀର ପଶ୍ଚିମ ପାରିସ୍ଥିତ ସମସ୍ତ ଦେଶଗୁଡିକ ଉପରେ ଶାସନ କଲେ। ତାଙ୍କ ରାଜ୍ଯର ଚତୁର୍ଦ୍ଦିଗର ସୀମା ରେ ଶାନ୍ତି ଥିଲା।
ଏଜ୍ରା 4:20
ମଧ୍ଯ ୟିରୁଶାଲମ ରେ ପରାକ୍ରାନ୍ତ ରାଜଗଣ ଥିଲେ। ସମାନେେ ନଦୀ ସପୋରିସ୍ଥ ତାବତ୍ ଦେଶ ରେ ରାଜତ୍ବ କଲେ। ଆଉ ସମାନଙ୍କେୁ କର, ରାଜସ୍ବ ଓ ମାଶୁଲ ଦିଆଗଲା।