Home Bibles ଏଜ୍ରା 2:27 · ଓଡ଼ିଆ ବାଇବେଲ
ଏଜ୍ରା 2:27 · ଓଡ଼ିଆ ବାଇବେଲ

ମିକ୍ମସର ସହରରୁ 122 ଜଣ।

Cross references

ପ୍ରଥମ ଶାମୁୟେଲ 13:2

ଶାଉଲ ଇଶ୍ରାୟେଲରକ୍ସ୍ଟ 3,000 ପୁରୁଷମାନଙ୍କୁ ନିର୍ବାଚିତ କଲେ। ଏମାନଙ୍କ ମଧ୍ଯରକ୍ସ୍ଟ 2,000 ମିକ୍ମସ୍ ରେ ବୈଥେଲ୍ର ପାର୍ବତ୍ଯ ଅଞ୍ଚଳ ଶାଉଲଙ୍କ ସହ ରହିଲେ। ଏବଂ 1,000 ଗିବିଯାର ଯୋନାଥନ ସହିତ ବିନ୍ଯାମୀନର ଭୂମିରେ ଅବଶିଷ୍ଟ ରହିଲେ। ସେ ଅବଶିଷ୍ଟ ସୈନ୍ଯମାନଙ୍କୁ ଆପଣା ଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କରିବାକୁ ଆଦେଶ ଦେଲେ।

ପ୍ରଥମ ଶାମୁୟେଲ 13:5

ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଏକତ୍ରୀତ ହେଲେ। ପଲେଷ୍ଟୀୟମାନଙ୍କର ତିରିଶ ସହସ୍ର ରଥ ଓ ଛଅ ସହସ୍ର ଅଶ୍ବାରୋହୀ ଥିଲେ ଓ ସମକ୍ସ୍ଟଦ୍ର ତୀରର ବାଲିଭଳି ସୈନିକ ଥିଲେ। ସମାନେେ ଆସି ମିକ୍ମସ୍ ରେ ବୈଥାବନର ପୂର୍ବଦିଗ ରେ ଛାଉଣୀ ସ୍ଥାପନ କଲେ।

ପ୍ରଥମ ଶାମୁୟେଲ 13:23

ଏ ସମୟରେ ପଲେଷ୍ଟୀୟ ସୈନ୍ଯଦଳ ମିକ୍ମସ୍ ଘାଟୀକକ୍ସ୍ଟ ଜଗିବାକକ୍ସ୍ଟ ଗଲେ।

ନିହିମିୟା 7:31

ମିକ୍ମସ ସହରରୁ 122 ଜଣ।

ଯିଶାଇୟ 10:28

ସୈନ୍ଯବାହିନୀ ଅଯାତ ରେ' ପ୍ରବେଶ କରିବେ। ସମାନେେ ମିଶ୍ରୋଣ ଖଳା' ମଧ୍ଯ ଦଇେ ଯିବେ ଓ ମିକ୍ମସ ରେ' ଗନ୍ତାଘ ରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବେ।

Interlinear

Choose Theme