Home Bibles ☰ Books ଏଜ୍ରା 10:7 · ଓଡ଼ିଆ ବାଇବେଲ
ଏଜ୍ରା 10:7 · ଓଡ଼ିଆ ବାଇବେଲ

ଏହାପରେ ସେ ଯିହୁଦା ଓ ୟିରୁଶାଲମର ପ୍ରେତ୍ୟକକ ପ୍ରାନ୍ତରକୁ ଖବର ପଠାଇଲେ। ଏବଂ ସେ ସହେି ଲୋକମାନଙ୍କୁ, ଯେଉଁମାନେ ବନ୍ଦୀତ୍ବରୁ ଫରେି ଆସିଥିଲେ, ସମାନଙ୍କେ ନିକଟରେ ଘାଷେଣା କରି କହିଲେ, ସମାନେେ ୟିରୁଶାଲମ ରେ ଏକତ୍ରୀତ ହବେେ।

Cross references

ଦିତୀୟ ବଂଶାବଳୀ 30:5

ତେଣୁ ସମାନେେ ବେର୍ଶବୋ ସହରଠାରୁ ଦାନ ସହର ପର୍ୟ୍ଯନ୍ତ ଇଶ୍ରାୟେଲର ପ୍ରେତ୍ୟକକ ସ୍ଥାନ ରେ ଏକ ଘାଷେଣା କଲେ। ସମାନେେ ଲୋକମାନଙ୍କୁ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରିବା ପାଇଁ ୟିରୁଶାଲମକୁ ଆସିବାକୁ କହିଲେ। ମାଶାଙ୍କେ ଦତ୍ତ ବ୍ଯବସ୍ଥା ନିଯମ ରେ ଯେଉଁ ପ୍ରକାର ଭାବେ ନିସ୍ତାର ପର୍ବ ପାଳନ କରିବାକୁ କୁହାୟାଇଅଛି, ସେ ପ୍ରକାର ଭାବ ଇଶ୍ରାୟେଲର ବହୁତ ସଂଖ୍ଯକ ଲୋକ ଅନକେ ବର୍ଷ ଧରି ପାଳନ କରି ନ ଥିଲେ।

ଏଜ୍ରା 1:1

ପ୍ରଥମ ବର୍ଷ ରେ କୋରସ ପାରସ୍ଯର ରାଜା ଥିଲେ। ସଦାପ୍ରଭୁ ତାଙ୍କୁ ଏକ ଘାଷେଣା ପତ୍ର ଲେଖିବା ପାଇଁ ଉତ୍ସାହିତ କରିଥିଲେ ଓ ଉକ୍ତ ଘାଷେଣାନାମାକୁ ତାଙ୍କ ରାଜ୍ଯର ଗ୍ଭରିଆଡେ ପଢି ଶୁଣାଇ ଥିଲେ। ଯିରିମିୟଙ୍କ ଦ୍ବାରା କୁହାୟାଇଥିବା ସଦାପ୍ରଭୁଙ୍କର ବାକ୍ଯ ପୂରଣ କରିବାକୁ ଏହା ଥିଲା। ସହେି ଘାଷେଣା ନାମାଟି ଏହିପରି ଥିଲା।

Interlinear

Choose Theme