Home Bibles ଏଜ୍ରା 1:5 · ଓଡ଼ିଆ ବାଇବେଲ
ଏଜ୍ରା 1:5 · ଓଡ଼ିଆ ବାଇବେଲ

ଯିହୁଦା ଏବଂ ବିନ୍ଯାମୀନ ପରିବାରବର୍ଗର ମୁଖିଆମାନେ, ଯାଜକଗଣ ଓ ଲବେୀୟମାନେ ୟିରୁଶାଲମକୁ ୟିବାପାଇଁ ପ୍ରସ୍ତୁତ ହେଲ। ସମାନେେ ସଠାେକୁ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବା ପାଇଁ ଗଲେ। ପରମେଶ୍ବର ଯେଉଁମାନଙ୍କ ମନ ରେ ପ୍ରବୃତ୍ତ ଦଇେଥିଲେ, ସମାନଙ୍କେ ସହିତ ପ୍ରେତ୍ୟକକ ଲୋକ ୟିବାପାଇଁ ପ୍ରସ୍ତୁତ ହେଲେ।

Cross references

ଦିତୀୟ ବଂଶାବଳୀ 36:22

କୋରସ୍ ପାରସ୍ଯର ରାଜା ହାଇେଥିବାର ପ୍ରଥମ ବର୍ଷ ରେ, ସଦାପ୍ରଭୁ କୋରସ୍ଙ୍କ ଦ୍ବାରା ଏକ ବିଶଷେ ଘାଷେଣା କରାଇଲେ। ସଦାପ୍ରଭୁ ଯିରିମିୟ ଭବିଷ୍ଯତ୍ବକ୍ତାଙ୍କ ଦ୍ବାରା ଯେଉଁ ଶପଥ କରିଥିଲେ, ତାହା ଯେପରି ପ୍ରକୃତ ରେ ଘଟିବ, ସେଥିନିମନ୍ତେ ସେ ଏହିପରି କଲେ। କୋରସ୍ ତାଙ୍କ ରାଜ୍ଯର ପ୍ରେତ୍ୟକକ ସ୍ଥାନକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସମାନେେ ଏହି ବାର୍ତ୍ତା ବହନ କରୁଥିଲେ।

ଏଜ୍ରା 1:1

ପ୍ରଥମ ବର୍ଷ ରେ କୋରସ ପାରସ୍ଯର ରାଜା ଥିଲେ। ସଦାପ୍ରଭୁ ତାଙ୍କୁ ଏକ ଘାଷେଣା ପତ୍ର ଲେଖିବା ପାଇଁ ଉତ୍ସାହିତ କରିଥିଲେ ଓ ଉକ୍ତ ଘାଷେଣାନାମାକୁ ତାଙ୍କ ରାଜ୍ଯର ଗ୍ଭରିଆଡେ ପଢି ଶୁଣାଇ ଥିଲେ। ଯିରିମିୟଙ୍କ ଦ୍ବାରା କୁହାୟାଇଥିବା ସଦାପ୍ରଭୁଙ୍କର ବାକ୍ଯ ପୂରଣ କରିବାକୁ ଏହା ଥିଲା। ସହେି ଘାଷେଣା ନାମାଟି ଏହିପରି ଥିଲା।

ନିହିମିୟା 2:12

ଏହାପରେ ରାତ୍ର ସମୟରେ କିଛି ଲୋକଙ୍କ ସହିତ ବୁଲିବାକୁ ଗଲି। ପରମେଶ୍ବର ୟିରୁଶାଲମ ପାଇଁ ଯାହା କରିବାକୁ ମାେତେ ପ୍ ରରଣୋ ଦଇେଥିଲେ କରିବାକୁ, ତାହା ମୁଁ କାହାରିଠା ରେ ପ୍ରକାଶ କଲି ନାହିଁ। ମୁଁ ଯେଉଁ ଘୋଡା ରେ ଚଢିଥିଲି ସହେି ଘୋଡାକୁ ଛାଡି ଦେଲେ ମାେ ନିକଟରେ ଆଉ ଘୋଡା ନ ଥିଲା।

ହିତୋପଦେଶ 16:1

ମନୁଷ୍ଯ କଳ୍ପନା କରେ। କିନ୍ତୁ ନିର୍ଣ୍ଣଯ ସଦାପ୍ରଭୁଙ୍କ ପାଖରୁ ଆ ସେ।

ହଗୟ 1:14

ତା'ପ ରେ ସଦାପ୍ରଭୁ ତାଙ୍କର ନିର୍ମାଣ ବିଷଯ ରେ ଲୋକମାନଙ୍କୁ ଉତ୍ତଜେିତ କଲେ। ଯିହୁଦାର ଶାସକ ଶଲ୍ଟୀଯଲଙ୍କ ପୁତ୍ର ୟିରୁଦ୍ଦାବିଲଙ୍କୁ ଓ ମହାୟାଜକ ୟିହୋଷାଦକଙ୍କ ପୁତ୍ର ଯିହାଶୂେୟଙ୍କୁ ମଧ୍ଯ ସଦାପ୍ରଭୁ ଉତ୍ତଜେିତ କଲେ। ତାଙ୍କର ମନ୍ଦିର ନିର୍ମାଣ କରିବା ବିଷଯ ରେ ସଦାପ୍ରଭୁ ସବୁ ଲୋକଙ୍କୁ ଉତ୍ତଜେିତ କଲେ। ସମାନେେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାମ ଆରମ୍ଭ କଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:16

ମୁଁ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଛି ଯେ ତିତସଙ୍କ ମନ ରେ ମାେ ଭଳି ତୁମ୍ଭମାନଙ୍କ ପ୍ରତି ପ୍ ରମେ ଭାବ ରହିଛି।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:13

ପରମେଶ୍ବର ତୁମ୍ଭ ମଧିଅରେ କାର୍ୟ୍ଯ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ୟ୍ଯ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ଯ ଦିଅନ୍ତି।

ଯାକୁବଙ୍କ ପତ୍ 1:16

ମାେ ଭାଇ ଓ ଭଉଣୀମାନେ ! ଏହି ବିଷୟ ରେ କୌଣସି ପ୍ରକାର ମୂର୍ଖାମୀ ରେ ପଡ଼ ନାହିଁ।

ଯୋହନଙ୍କ ତୃତୀୟ ପତ୍ର 1:11

ମାରେ ପ୍ରିୟ ବନ୍ଧୁ, ମନ୍ଦ ବିଷୟକୁ ଅନୁସରଣ କର ନାହିଁ, କିନ୍ତୁ ଉତ୍ତମ ବିଷୟର ଅନୁଗାମୀ ହୁଅ। ଉତ୍ତମ କାର୍ୟ୍ଯ କରୁଥିବା ବ୍ଯକ୍ତି ପରମେଶ୍ବରଙ୍କ ପାଖରୁ ଆସିଥାଏ। କିନ୍ତୁ ମନ୍ଦ କାର୍ୟ୍ଯ କରୁଥିବା ବ୍ଯକ୍ତି ପରମେଶ୍ବରଙ୍କୁ କବେେ ଦେଖି ନାହିଁ।

Interlinear

Choose Theme