Home Bibles ଯିହିଜିକଲ 48:24 · ଓଡ଼ିଆ ବାଇବେଲ
ଯିହିଜିକଲ 48:24 · ଓଡ଼ିଆ ବାଇବେଲ

ଏହିସବୁ ପରିବାରବର୍ଗମାନେ ୟର୍ଦ୍ଦନ ନଦୀର ପୂର୍ବଦିଗ ରେ ବାସ କରନ୍ତି।

Cross references

ଆଦି ପୁସ୍ତକ 29:33

ଲୟୋ ପୁନ୍ନରାଯ ଗର୍ଭବତୀ ହାଇେ ଅନ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ଦଲୋ। ସେ ତାଙ୍କର ନାମ ଦଲୋଶିମିଯୋନ, ସେ ଶୁଣି ପାରିଲା। ଲୟୋ କହିଲା, ସଦାପ୍ରଭୁ ଶୁଣିଲେ ଯେ ମାେ ସ୍ବାମୀ ମାେତେ ଘୃଣା କରନ୍ତି। ତେଣୁ ସେ ମାେ କୋଳ ରେ ଏହି ସନ୍ତାନ ଦଇେଛନ୍ତି।

ଆଦି ପୁସ୍ତକ 49:5

ଶିମିୟୋନ ଓ ଲବେୀ ଦୁଇ ସହୋଦର, ସମାନଙ୍କେର ଖଡ୍ଗ ଦୌରାତ୍ମ୍ଯର ଅସ୍ତ୍ର।

ଯିହୋଶୂୟ 19:1

ଏହାପରେ ଯିହାଶୂେୟ ଶିମିୟୋନ ପରିବାରବର୍ଗମାନଙ୍କର ଗୋଷ୍ଠୀକକ୍ସ୍ଟ ସମାନଙ୍କେର ଅଧିକାର ଭୂମି ଦେଲେ। ତାଙ୍କୁ ଯେଉଁ ଭୂମି ଦିଆଗଲା, ତାହା ୟିହକ୍ସ୍ଟଦାର ଅନ୍ତର୍ଗତ ଥିଲା।

Interlinear

Choose Theme