ଯିହିଜିକଲ 47:4 · ଓଡ଼ିଆ ବାଇବେଲ
ପୁଣି ସେ 1,000 ହାତ ମାପିଲେ ଓ ମାେତେ ଜଳ ମଧ୍ଯଦଇେ ଗମନ କରାଇଲେ, ଜଳ ଆଣ୍ଠୁ ପର୍ୟ୍ଯନ୍ତ ହେଲା। ପୁନର୍ବାର 1,000 ହାତ ମାପିଲେ ଓ ଜଳ ମଧ୍ଯଦଇେ ମାେତେ ଗମନ କରାଇଲେ, ଜଳ ଅଣ୍ଟା ପର୍ୟ୍ଯନ୍ତ ହେଲା।
Cross references
ରେରିତମାନଙ୍କ କାର୍ଯ୍ୟର ବିବରଣ 19:10
ଏହିପରି ଦୁଇ ବର୍ଷ ବିତିଗଲା, ଏଥିପାଇଁ ଏସିଆର ସମସ୍ତ ବାସିନ୍ଦାମାନେ ଅର୍ଥାତ୍ ଉଭୟ ଯିହୂଦୀୟ ଓ ଗ୍ରୀକ୍ମାନେ ପ୍ରଭୁଙ୍କ କଥା ଶୁଣିବାକୁ ପାଇଲେ।
ରୋମୀୟଙ୍କ ପ୍ରତି ପତ୍ର 15:19
ସମାନେେ ଆଶ୍ଚର୍ୟ୍ଯ କର୍ମ ଓ ଅଭୂତ ଘଟଣା ମାଧ୍ଯମ ରେ ପବିତ୍ର ଆତ୍ମାଙ୍କର ଶକ୍ତି ରେ ପରମେଶ୍ବରଙ୍କୁ ମାନିଛନ୍ତି। ମୁଁ ୟିରୂଶାଲମ ଠାରୁ ଇଲ୍ଲୁରିକ ଗ୍ଭରିପଟ ଅଞ୍ଚଳ ରେ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କଲି ଓ ମାରେ ସହେି କାର୍ୟ୍ଯ ସମାପ୍ତ କଲି।
କଲସୀୟଙ୍କ ପ୍ରତି ପତ୍ର 1:6
ବିଶ୍ବ ରେ ସର୍ବତ୍ର ସୁସମାଚାର ଆଶୀର୍ବାଦ ଆଣୁଛି ଓ ବୃଦ୍ଧି ଲାଭ କରୁଛି। ଯେଉଁ ଦିନଠାରୁ ତୁମ୍ଭମାନେେ ସୁସମାଚାର ଶୁଣିଲ ଓ ପରମେଶ୍ବରଙ୍କ ଅନୁଗ୍ରହର ସତ୍ଯ ବୁଝିଲ, ସହେି ଦିନଠାରୁ ତୁମ୍ଭମାନେେ ମଧ୍ଯ ଆଶୀର୍ବାଦ ଲାଭ କରୁଛ।