Home Bibles ଯିହିଜିକଲ 47:16 · ଓଡ଼ିଆ ବାଇବେଲ
ଯିହିଜିକଲ 47:16 · ଓଡ଼ିଆ ବାଇବେଲ

ହମାତ୍, ବରୋଥା, ଦମ୍ମେଶକର ଓ ହମାତର ସୀମାର ମଧ୍ଯସ୍ଥିତ ସିବ୍ରଯିମ ; ହୌରଣର ସୀମା ନିକଟସ୍ଥ ହତ୍ତ୍ସର ହିତ୍ତୀକୋନ୍।

Cross references

ଆଦି ପୁସ୍ତକ 14:15

ସହେି ରାତ୍ରି ରେ ସିଏ ଓ ତାଙ୍କର ସୈନ୍ଯମାନେ ସମସ୍ତେ ମିଶି ତାଙ୍କର ଶତୃମାନଙ୍କ ବିରୁଦ୍ଧ ରେ ଅତର୍କିତ ଆକ୍ରମଣ କଲେ। ସମାନେେ ତାଙ୍କୁ ପରାସ୍ତ କରି ତାଙ୍କୁ ଗୋଡ଼ଇେ ଗୋଡ଼ଇେ ଦମ୍ମସକରେ ଉତ୍ତର ସ୍ଥିତ ହାବୋ ପର୍ୟ୍ଯନ୍ତ ଗୋଡ଼ାଇଲେ।

ଗଣନା ପୁସ୍ତକ 13:21

ତେଣୁ ସମାନେେ ସୀନ ମରୁଭୂମିରୁ ୟାତ୍ରାକରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ୟ୍ଯନ୍ତ ଦେଶ ଅନୁସନ୍ଧାନ କଲେ।

ଗଣନା ପୁସ୍ତକ 34:8

ହାରଠାରୁେ ଏହି ସୀମା ଆରମ୍ଭ ହାଇେ ହମାତ ପର୍ୟ୍ଯନ୍ତ ବିସ୍ତୃତ ହାଇେ ସଦାଦ୍ ନିକଟରେ ଶଷେ ହବେ।

ଦିତୀୟ ଶାମୁୟେଲ 8:8

ଦାଉଦ ମଧ୍ଯ ହଦଦଷେର ସହର ବଟହେ ଓ ବରେୋଥାରକ୍ସ୍ଟ ବହକ୍ସ୍ଟତ ଦ୍ରବ୍ଯ ଓ ଅପାର ପିତ୍ତଳ ନଇେ ଆସିଲେ।

ପ୍ରଥମ ରାଜାବଳୀ 8:65

ସେ ସମୟରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ଇଶ୍ରାୟେଲ ଏକ ବିରାଟ ସମାଜ ଦୂର ଦୂରାନ୍ତର ହମାତର ଲୋକମାନେ ଉତ୍ତର ଦିଗ ମଧ୍ଯଦଇେ ଦକ୍ଷିଣ ରେ ମିଶରର ସୀମା ପର୍ୟ୍ଯନ୍ତ ଗଲେ। ସଦାପ୍ରଭୁଙ୍କ ସମ୍ମୁଖ ରେ ଏହି ପର୍ବ ଚଉଦ ଦିନ ୟାଏଁ ପାଳନ କଲେ।

ପ୍ରଥମ ବଂଶାବଳୀ 18:5

ଅରାମୀଯ ଲୋକମାନେ ଦମ୍ମେଶକରୁ ହଦ ରଷେରଙ୍କୁ ସାହାୟ୍ଯ କରିବାକୁ ଆସିଲେ। ମାତ୍ର ସହେି ଅରାମୀଯର 22,000 ସୈନ୍ଯଙ୍କୁ ଦାଉଦ ମାରି ଦେଲେ।

ଯିହିଜିକଲ 47:17

ପୁଣି ସମୁଦ୍ରଠାରୁ ସୀମା ଦମ୍ମେଶକ ସୀମା ନିକଟସ୍ଥ ହତସର ଐନନ ହବେ, ଆଉ ଉତ୍ତର ଦିଗ ରେ ଉତ୍ତର ରେ ହମାତର ସୀମା। ଏହା ଉତ୍ତର ସୀମା।

ଯିହିଜିକଲ 48:1

ଉତ୍ତର ସୀମା ଭୂମଧ୍ଯ ସାଗରଠାରୁ ପୂର୍ବକୁ ହତ୍ଲୋନ,

ଆମୋଷ 6:14

କିନ୍ତୁ ହେ ଇଶ୍ରାୟେଲବାସୀ, ତୁମ୍ଭ ଦେଶ ବିରୁଦ୍ଧ ରେ ଆମ୍ଭେ ଗୋଟିଏ ଗୋଷ୍ଠୀ ଜାଗ୍ରତ କରିବା। ସହେି ଗୋଷ୍ଠୀ ତୁମ୍ଭ ସମଗ୍ର ରାଜ୍ଯ ଉପ ରେ ଦୁଃଖ କ୍ଲେଶ ଆଣିବ। ଏହି କ୍ଲେଶ ହମାତଠାରୁ ଅରାବା ମାର୍ଗ ପର୍ୟ୍ଯନ୍ତ ଲାଗି ରହିବ। ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର ଏହା କୁହନ୍ତି।

ଯିଖରିୟ 9:2

ଏହା ମଧ୍ଯ ସତ୍ଯ ଯେ, ହମାତ୍, ସୋର ଓ ସୀଦୋନ ସୀମା ରେ ଅବସ୍ଥିତ ଅଟେ। କାରଣ ସମାନେେ ଅତି ବୁଦ୍ଧିମାନ। ସୋର ନିଜ ପାଇଁ ଦୂର୍ଗ ନିର୍ମାଣ କଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:2

ସେ ମହାୟାଜକଙ୍କ ପାଖକୁ ଯାଇ ଦମ୍ମସକେ ନଗରର ଯିହୂଦୀ ସମାଜଗୃହଗୁଡ଼ିକୁ ପତ୍ର ସବୁ ଲେଖିବା ନିମନ୍ତେ କହିଲେ। ଯେପରି ଏହାଦ୍ବାରା ସେ ଯେତବେେଳେ ଖ୍ରୀଷ୍ଟଙ୍କ ପଥ ଅନୁସରଣକାରୀ କୌଣସି ପୁରୁଷ ବା ସ୍ତ୍ରୀକୁ ଦେଖନ୍ତି, ସେତବେେଳେ ସମାନଙ୍କେୁ ବନ୍ଦୀ କରି ୟିରୂଶାଲମକୁ ନଇେ ଆସିପାରିବେ।

Interlinear

Choose Theme