Home Bibles ଯିହିଜିକଲ 46:24 · ଓଡ଼ିଆ ବାଇବେଲ
ଯିହିଜିକଲ 46:24 · ଓଡ଼ିଆ ବାଇବେଲ

ଆଉ ସେ ମାେତେ କହିଲେ, ଏସବୁ ପାକ ଗୃହ ଓ ଏହି ସ୍ଥାନ ରେ ଗୃହର ପରିଚାରକମାନେ ଲୋକମାନଙ୍କ ବଳି ସିଦ୍ଧ କରିବେ।

Cross references

ଯିହିଜିକଲ 44:11

ଲବେୀୟମାନେ ମାରେ ପବିତ୍ରସ୍ଥାନ ସବୋ କରିବା ପାଇଁ ବଚ୍ଛା ୟାଇଥିଲେ। ସମାନେେ ମନ୍ଦିରର ଫାଟକଗୁଡ଼ିକ ଜଗିଲେ। ସମାନେେ ମନ୍ଦିର ରେ ସବୋ କଲେ। ସମାନେେ ବଳିଦାନ ପାଇଁ ପଶୁଗୁଡ଼ିକ ମାରିଲେ ଏବଂ ଲୋକମାନଙ୍କ ପାଇଁ ହାମେପଳି କଲେ। ସମାନେେ ଲୋକମାନଙ୍କୁ ସାହାୟ୍ଯ କରିବା ପାଇଁ ଏବଂ ସମାନଙ୍କେୁ ସବୋ କରିବା ପାଇଁ ବଛା ୟାଇଥିଲେ।

ଯିହିଜିକଲ 44:14

ତଥାପି ମନ୍ଦିରର ସବୋକାର୍ୟ୍ଯ ପାଇଁ ଓ ତାହା ମଧିଅରେ ସମସ୍ତ କାର୍ୟ୍ଯ କରିବା ପାଇଁ ମନ୍ଦିରର ଯତ୍ନ ନବୋକୁ ମୁଁ ସମାନଙ୍କେୁ ନିୟୁକ୍ତ କରିବି।

ଯିହିଜିକଲ 46:20

ସେ ମାେତେ କହିଲେ, ଏହି ସ୍ଥାନ ରେ ଯାଜକମାନେ ଦୋଷାର୍ଥକ ବଳି ଓ ପାପାର୍ଥକ ବଳି ସିଦ୍ଧ କରିବେ, ଆଉ ଭକ୍ଷ୍ଯ ନବୈେଦ୍ଯ ପାକ କରିବେ। ସମାନେେ ଲୋକମାନଙ୍କୁ ପବିତ୍ର କରିବା ନିମନ୍ତେ ତାହାର ପ୍ରାଙ୍ଗଣକୁ ତାହାସବୁ ଆଣିବା ଦରକାର ନାହିଁ।

ମାଥିଉଲିଖିତ ସୁସମାଚାର 24:45

କିଏ ବିଶ୍ବାସ ଯୋଗ୍ଯ ଓ ବିଜ୍ଞ ଚ଼ାକର? ୟିଏ ଅନ୍ୟ ଚ଼ାକରମାନଙ୍କୁ ଠିକ୍ ସମୟରେ ସମାନଙ୍କେର ଖାଦ୍ୟ ଦବେ, ମାଲିକ ସହେିଭଳି ଚ଼ାକରକୁ ବିଶ୍ବାସ କରିଥାନ୍ତି। କିଏ ସେ ଚ଼ାକର, ସହେି କାମ କରିବା ପାଇଁ, ସେ କେଉଁ ଚ଼ାକରକୁ ବିଶ୍ବାସ କରିବେ?

ଯୋହନଲିଖିତ ସୁସମାଚାର 21:15

ସମାନେେ ଖାଇବା ପରେ ଯୀଶୁ ଶିମାନେ ପିତରଙ୍କୁ କହିଲେ, ଯୋହନଙ୍କର ପୁତ୍ର ଶିମାନେ। ତୁମ୍ଭେ କ'ଣ ମାେତେ ଏମାନଙ୍କ ଅପେକ୍ଷା ଅଧିକ ପ୍ ରମେ କର?

ପିତରଙ୍କ ପ୍ରଥମ ପତ୍ 5:2

ମୁଁ ତୁମ୍ଭକୁ ଅନୁ ରୋଧ କରେ ଯେ, ପରମେଶ୍ବରଙ୍କ ଯେଉଁ ମଷଗେଣର ଦାଯିତ୍ବ ରେ ତୁମ୍ଭେ ରହିଛ, ସହେି ମଷେ ସମୂହର ତୁମ୍ଭେ ଯତ୍ନ ନବୋ ଉଚିତ। ସମାନେେ ପରମେଶ୍ବରଙ୍କ ମଷେପଲ। ତୁମ୍ଭେ ବାଧ୍ଯବାଧକତା ରେ ନୁହେଁ, ମାତ୍ର ସ୍ବଇଚ୍ଛା ରେ ପ୍ରତିପାଳନ କର। ପରମେଶ୍ବର ତାହାହିଁ ଚାହାଁନ୍ତି। ତୁମ୍ଭେ ସବୋ କରିବା ରେ ଆନନ୍ଦ ପାଉଛ ବୋଲି ସପରେି କର, ଧନ ଲୋଭ ରେ ତାହା କର ନାହିଁ।

Interlinear

Choose Theme