Home Bibles ଯିହିଜିକଲ 46:21 · ଓଡ଼ିଆ ବାଇବେଲ
ଯିହିଜିକଲ 46:21 · ଓଡ଼ିଆ ବାଇବେଲ

ଏହାପ ରେ ସେ ମାେତେ ବାହାର ପ୍ରାଙ୍ଗଣକୁ ଆଣି ସହେି ପ୍ରାଙ୍ଗଣର ଚାରିକଣ ଦଇେ ଗମନ କରାଇଲେ। ଆଉ ସହେି ପ୍ରାଙ୍ଗଣର ପ୍ରେତ୍ୟକକ କଣ ରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା।

Cross references

ଯିହିଜିକଲ 10:5

ଆଉ ସର୍ବଶକ୍ତିମାନ ପରମେଶ୍ବରଙ୍କର କଥା କହିବାର ସମୟରେ ସ୍ବର ବଜ୍ରରବ ତୁଲ୍ଯ, କିରୂବଦୂତମାନଙ୍କର ପକ୍ଷର ଶବ୍ଦ ବାହାର ପ୍ରାଙ୍ଗଣ ପର୍ୟ୍ଯନ୍ତ ଶୁଣାଗଲା।

ଯିହିଜିକଲ 40:17

ତା'ପ ରେ ସେ ମାେତେ ବାହାର ଅଗଣାକୁ ଆଣିଲେ। ମୁଁ ଦେଖିଲି ପ୍ରାଙ୍ଗଣର ଚତୁର୍ଦ୍ଦିଗ ରେ କେତକେ କଠାେରୀ ଓ ନିର୍ମିତ ଚଟାଣ ଥିଲା। ସହେି ଚଟାଣ ଉପ ରେ ତିରିଶଟି କଠାେରୀ ଥିଲା।

Interlinear

Choose Theme