ଦେଶର ଏହି ଅଂଶ ପବିତ୍ର ଅଟେ। ଯାଜକମାନେ, ୟିଏ ସଦାପ୍ରଭୁଙ୍କ ଉପାସନା କରିବାକୁ ଆସନ୍ତି ଏବଂ ପବିତ୍ର ମନ୍ଦିର ରେ ସବୋ କରେ ଏହି ଭୂମି ସଦାପ୍ରଭୁଙ୍କ ପାଇଁ ପାଇବେ। ଆଉ ଏହି ସ୍ଥାନ ସମାନଙ୍କେର ମନ୍ଦିର ନିର୍ମାଣ ପାଇଁ ଓ ଧର୍ମଧାମ ପାଇଁ ପବିତ୍ର ସ୍ଥାନ ହବେ।
Cross references
ତା'ପରେ ମାଶାେ କୋରହକୁ ଓ ତାଙ୍କର ସମସ୍ତ ଅନୁଗାମୀମାନଙ୍କୁ କହିଲେ, ସଦାପ୍ରଭୁ କାଲି ଦଖାଇବେେ, ୟିଏ ପ୍ରକୃତ ରେ ତାଙ୍କ ଲୋକ ଓ ୟିଏ ପ୍ରକୃତ ରେ ପବିତ୍ର। ଆଉ ସେ ତାକୁ ନିଜ ପାଖକୁ ଆଣିବେ, ଯାହାକୁ ସେ ପସନ୍ଦ କରନ୍ତି।
ପୁଣି ସେ ମାେତେ କହିଲେ, ଏହି ଦକ୍ଷିଣାଭିମୁଖୀ କଠାେରୀଟି ସଦାପ୍ରଭୁଙ୍କ ମନ୍ଦିରର ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି।
ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ସାଦୋକ ବଂଶଜାତ ଯେଉଁ ଲବେୀୟ ଯାଜକଗଣ ଆମ୍ଭର ପରିଚର୍ୟ୍ଯା କରିବା ପାଇଁ ଆମ୍ଭର ନିକଟବର୍ତ୍ତୀ ଅଟନ୍ତି ସମାନଙ୍କେୁ ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଗୋଟିଏ ୟୁବା ବୃଷଭ ଦବେ।'
ପୁଣି ସମାନେେ ମାରେ ଯାଜକମାନଙ୍କ ପରି ମାରେ ନିକଟକୁ ବଳିଦାନ ଆଣିବେ ନାହିଁ। ସମାନେେ ମାରେ ଦ୍ରବ୍ଯଗୁଡ଼ିକ ମଧ୍ଯରୁ କୌଣସି ପବିତ୍ର ଦ୍ରବ୍ଯ ନିକଟକୁ କିମ୍ବା ଅତି ପବିତ୍ର ଦ୍ରବ୍ଯଗୁଡ଼ିକ ନିକଟକୁ ଆସିବେ ନାହିଁ। କିନ୍ତୁ ସମାନେେ ନିଜର ଭୟଙ୍କର ପାପଗୁଡ଼ିକ ପାଇଁ ଅପମାନ ସହ୍ଯ କରିବେ।
ଆଉ ଲବେୀୟମାନେ ଏକ ଉତ୍ତରାଧିକାର ପ୍ରାପ୍ତ ହବେେ। ମୁଁ ସମାନଙ୍କେର ସମ୍ପତ୍ତି, ତୁମ୍ଭମାନେେ ଇଶ୍ରାୟେଲ ଭିତ ରେ କୌଣସି ଭୂମି ସମାନଙ୍କେୁ ଦବେ ନାହିଁ। କାରଣ ମୁଁ ସମାନଙ୍କେର ଅଧିକାର ଅଟେ।
ଏବଂ ଯେଉଁ ସମୟରେ ତୁମ୍ଭମାନେେ ଉତ୍ତରାଧିକାରୀ ପାଇଁ ଗୁଳିବାଣ୍ଟ ଦ୍ବାରା ଭୂମି ବିଭାଗ କରିବ, ତୁମ୍ଭେ ଏଥିରୁ ଏକ ପବିତ୍ର ଅଂଶପରି ସଦାପ୍ରଭୁଙ୍କ ପାଇଁ ଅଲଗା ରଖିବା ଉଚିତ୍। ତାହାର ର୍ଦୈଘ୍ଯ 25 ,000 ହାତ ଓ ପ୍ରସ୍ଥ 20,000 ହାତ ହବେ। ସେ ସମସ୍ତ ଭୂମି ପବିତ୍ର ହବେ।
ସହେି ବିଶଷେ ଭୂମି