Home Bibles ☰ Books ଯିହିଜିକଲ 44:31 · ଓଡ଼ିଆ ବାଇବେଲ
ଯିହିଜିକଲ 44:31 · ଓଡ଼ିଆ ବାଇବେଲ

ପୁଣି ଯାଜକମାନେ କୌଣସି ସ୍ବଯଂ ମୃତ ବା ପଶୁ ପକ୍ଷୀ ଦ୍ବାରା ବିଦୀର୍ଣ୍ଣ କୌଣସି ମୃତ ପଶୁ କିମ୍ବା ପକ୍ଷୀ ଭକ୍ଷଣ କରିବେ ନାହିଁ।

Cross references

ଯାତ୍ରା ପୁସ୍ତକ 22:31

ତୁମ୍ଭମାନେେ ମାରେ ବିଶଷେ ଲୋକ। ତେଣୁ ତୁମ୍ଭେ କୌଣସି ପଶୁମାନଙ୍କ ଦ୍ବାରା ମରିଥିବା ପଶୁକୁ ଖାଇବ ନାହିଁ। କୁକୁରମାନଙ୍କୁ ତା'ର ମାଂସ ଖାଇବାକୁ ଦବେ।

ଲେବୀୟ ପୁସ୍ତକ 17:15

ଆଉ ତୁମ୍ଭେ ନିଜ ଲୋକ କି ବିଦେଶୀ ମଧ୍ଯରୁ ଯେ କହେି ସ୍ବଯଂ ମୃତ କିମ୍ବା ପଶୁ ଭୋଜନ କରେ, ତବେେ ସେ ନିଜର ବସ୍ତ୍ର ଧୋଇବା ଉଚିତ୍, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ, ତାହାପରେ ସେ ଶୁଚି ହବେ।

ଲେବୀୟ ପୁସ୍ତକ 22:8

ସେ ସ୍ବଯଂମୃତ ବା ପଶୁଦ୍ବାରା ହତ ଜନ୍ତୁର ମାଂସ ଭୋଜନ କରି ନିଜକୁ ଅଶୁଚି କରିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।

ଦିତୀୟ ବିବରଣ 14:21

ଆପେ ଆପେ ମରିୟାଇଥିବା କୌଣସି ମୃତ ପ୍ରାଣୀର ମାଂସ ଭକ୍ଷଣ କରିବ ନାହିଁ। ତୁମ୍ଭମାନେେ ଏହାକକ୍ସ୍ଟ ବିଦେଶୀମାନଙ୍କୁ ଭୋଜନ ପାଇଁ ଦଇପୋର, କିଅବା ବିଦେଶୀକକ୍ସ୍ଟ ତାହା ବିକ୍ରଯ କରିପାର। କାରଣ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ପବିତ୍ର ଲୋକ।

ଯିହିଜିକଲ 4:14

ତା'ପ ରେ ମୁଁ କହିଲି, ହେ ସଦାପ୍ରଭୁ ମାରେ ପ୍ରଭୁ ! ଅଶୁଚି ଖାଦ୍ୟ ଖାଇବା ଦ୍ବାରା ମୁଁ ନିଜକୁ କବେେ ଅଶୁଚି କରି ନାହିଁ। ମୁଁ ବାଲ୍ଯକାଳରୁ ଆଜି ପର୍ୟ୍ଯନ୍ତ ସ୍ବଯଂମୃତ ପଶୁ, ପଚି ୟାଇଥିବା ପଶୁଗୁଡ଼ିକ ଏବଂ ଅନ୍ୟ ପଶୁ ଦ୍ବାରା ମରା ହାଇେଥିବା ପଶୁର ମାଂସ ଭୋଜନ କରି ନାହିଁ। ଅଥବା ନିଷିଦ୍ଧ କରାୟାଇଥିବା ମାଂସ ମାେ ପାଟି ରେ ଦଇେ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 14:20

ଖାଦ୍ୟ ଯେପରି ପରମେଶ୍ବରଙ୍କ କାମକୁ ନଷ୍ଟ ନ କରେ। ସମସ୍ତ ପ୍ରକାରର ଖାଦ୍ୟ ଖାଇବା ପାଇଁ ଯୋଗ୍ଯ। କିନ୍ତୁ ଏପରି ଖାଦ୍ୟ ଖାଇବା ଭୁଲ୍ , ଯଦି ତାହା ଅନ୍ୟ ଜଣକୁ ପାପରେ ପଡିୟିବାର କାରଣ ହାଇେଥାଏ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 8:13

ଯଦି ମାରେ ମାଂସ ଖାଇବା ଦ୍ବାରା ମାେ ଭାଇ ପାପରେ ପଡ଼ିବ, ତା' ହେଲେ ମୁଁ ଭବିଷ୍ଯତ ରେ ଆଉ ମାଂସ ଖାଇବି ନାହିଁ। ଏପ୍ରକା ରେ ମୁଁ ମାେ ଭାଇର ବିଘ୍ନର କାରଣ ହବେି ନାହିଁ।

Interlinear

Choose Theme