ସମାନେେ ମାରେ ପବିତ୍ର ସ୍ଥାନ ରେ ପ୍ରବେଶ କରିବେ। ସମାନେେ ମାେତେ ସବୋ କରିବା ପାଇଁ ମାେ ମଜେ ନିକଟକୁ ଆସିବେ ଓ ସମାନେେ ମାରେ ସବୋ ରେ ଯତ୍ନଶୀଳ ହବେ।
Cross references
ଇଶ୍ରାୟେଲର ପରମେଶ୍ବର ତୁମ୍ଭମାନଙ୍କୁ ଇଶ୍ରାୟେଲ ମଣ୍ତଳୀରୁ ପୃଥକ କରି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିମନ୍ତେ ନିଯୋଜିତ କରିଛନ୍ତି ଓ ତୁମ୍ଭମାନଙ୍କ ମଣ୍ତଳୀ ସମ୍ମୁଖ ରେ ଠିଆ ହାଇେ ସବୋ କରିବାପାଇଁ ଆପଣା ନିକଟବର୍ତ୍ତୀ କରିଛନ୍ତି। ଏହା ତୁମ୍ଭମାନଙ୍କ ପାଇଁ ୟଥେଷ୍ଟ ନୁହଁ କି?
ପୁଣି ଇଶ୍ରାୟେଲ ଲୋକମାନଙ୍କ ପ୍ରତି ଆମ୍ଭର କୋରଧ ଯେପରି ଆଉ ନ ଉପୁଜେ, ସେଥିପାଇଁ ତୁମ୍ଭମାନେେ ପବିତ୍ରସ୍ଥାନର ଓ ୟଜ୍ଞବଦେୀର ସୁରକ୍ଷାର ଦାଯିତ୍ବ ନବେ।
କିନ୍ତୁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ୟଜ୍ଞବଦେୀ ସମ୍ବନ୍ଧୀଯ ସକଳ ବିଷଯ ରେ ଓ ବିଚ୍ଛଦବେସ୍ତ୍ର ଭିତ ରେ ପବିତ୍ର ସ୍ଥାନ ରେ ଯାଜକତ୍ବ ପାଳନ କରିବ ଓ ସବୋ କରିବ, ଆମ୍ଭେ ଆମ୍ଭର ଦାନଜନିତ ସବୋରୂପେ ତୁମ୍ଭମାନଙ୍କୁ ଯାଜକତ୍ବ ପଦ ଦଲେୁ। ଯଦି କହେି ଅଜଣା ବ୍ଯକ୍ତି ମାରେ ପବିତ୍ରସ୍ଥାନ ନିକଟକୁ ଆ ସେ, ତାକୁ ହତ୍ଯା କରାୟିବ।
ମାଶାେ ଲବେୀଙ୍କ ବିଷଯ ରେ ଏହି କଥା କହିଲେ, ଲବେୀ ତୁମ୍ଭର ଅନକ୍ସ୍ଟସରଣକାରୀ ଲୋକ। ସଦାପ୍ରଭୁ, ତୁମ୍ଭର ତକ୍ସ୍ଟମ୍ମୀମ୍ ଓ ଊରୀମ୍ ତକ୍ସ୍ଟମ୍ଭ ଆର୍ମୀକ ପୁରୁଷ ସହିତ ଅଛନ୍ତି। ତୁମ୍ଭେ ମଃସା ରେ ତାହାର ପରୀକ୍ଷା କଲ। ମରୀବାଃ ଜଳ ନିକଟରେ ତୁମ୍ଭେ ତାଙ୍କୁ ବି ରୋଧ କଲ ଏବଂ ତୁମ୍ଭେ ସଠାେରେ ଜାଣିଲ, ଯେ ସେ ତୁମ୍ଭର ଲୋକ।
ପକ୍ସ୍ଟଣି ମୁ ମାେ ନିମନ୍ତେ ଏକ ବିଶ୍ବସ୍ତ ଯାଜକ ଉତ୍ପନ୍ନ କରିବି ୟିଏ ମାେ ମନ ଓ ମାେ ହୃଦଯ ଅନକ୍ସ୍ଟସା ରେ କର୍ମ କରିବ। ଆଉ ମୁ ତାହାର ଗୃହ ପ୍ରତିଷ୍ଠା କରିବି ଏବଂ ସେ ମାରେ ମନୋନୀତ ରାଜାଙ୍କ ସମ୍ମକ୍ସ୍ଟଖ ରେ ସର୍ବଦା ସବୋ କରିବେ।
ୟଜ୍ଞବଦେୀ କାଷ୍ଠ ନିର୍ମିତ ତିନିହାତ ଉଚ୍ଚ ଥିଲା ଓ ତାହାର ର୍ଦୈଘ୍ଯ ଦୁଇହାତ ଥିଲା। ଆଉ ତାହାର କଣସବୁ ତହିଁର ର୍ଦୈଘ୍ଯ। ତହିଁର ଚାରିପାଖ କାଷ୍ଠମଯ ଥିଲା। ପୁଣି ସେ ଆମ୍ଭକୁ କହିଲେ, ସଦାପ୍ରଭୁଙ୍କ ସମ୍ମୁଖସ୍ଥ ମଜେ ଏହି।
ସଦାପ୍ରଭୁ କହିଲେ, ତୁମ୍ଭମାନେେ ଆମ୍ଭର ୟଜ୍ଞବଦେୀ ଉପ ରେ ଅଶୁଚି ଖାଦ୍ୟ ଉତ୍ସର୍ଗ କରୁଅଛ।
ମାତ୍ର, ତୁମ୍ଭମାନେେ ଆମ୍ଭର ନାମର ଅସମ୍ମାନ କରୁଛ। ତୁମ୍ଭମାନେେ କହୁଛ ସଦାପ୍ରଭୁଙ୍କର ୟଜ୍ଞବଦେୀ ଅପବିତ୍ର।
ଯୀଶୁ ଆମ୍ଭମାନଙ୍କୁ ଗୋଟିଏ ରାଜ୍ଯ ସ୍ବରୂପ କରିଛନ୍ତି ଓ ସେ ଆମ୍ଭମାନଙ୍କୁ ତାହାଙ୍କ ପିତା ପରମେଶ୍ବରଙ୍କର ସବୋ ରେ ଯାଜକ ରୂପେ ନିୟୁକ୍ତ କରିଛନ୍ତି। ତାହାଙ୍କର ଗୌରବ ଓ ପରାକ୍ରମ ୟୁଗେ ୟୁଗେ ହେଉ। ଆମେନ୍।