Home Bibles ଯିହିଜିକଲ 43:11 · ଓଡ଼ିଆ ବାଇବେଲ
ଯିହିଜିକଲ 43:11 · ଓଡ଼ିଆ ବାଇବେଲ

ଯଦି ସମାନେେ ସମାନଙ୍କେର କୃତ କୁକର୍ମ ପାଇଁ ଲଜ୍ଜିତ ହୁଅନ୍ତି, ସେଥିପାଇଁ ସମାନଙ୍କେୁ ମନ୍ଦିରର ନକ୍ସା ବିଷଯ ରେ ଜଣାଅ। ଆଉ ସମାନେେ ଯେପରି ଗୃହର ସକଳ ଆକୃତି ଓ ତହିଁର ସମସ୍ତ ବିଧି ରକ୍ଷାକରି ତଦନୁସାର କର୍ମ କରିବେ ଏଥିପାଇଁ ସମାନଙ୍କେୁ ଗୃହର ଆକାର, ତାହାର ଗଠନ ନିର୍ଗମ ସ୍ଥାନ ଓ ପ୍ରବେଶ ସ୍ଥାନ, ସକଳ ଆକୃତି ଓ ତାହାର ସମସ୍ତ ବିଧି, ସମସ୍ତେ ଆକୃତି ଓ ତହିଁର ସମସ୍ତ ବ୍ଯବସ୍ଥା ସମାନଙ୍କେୁ ଜଣାଅ। ଏବଂ ସମାନଙ୍କେ ଉପସ୍ଥିତି ରେ ସେସବୁ ଲେଖ।

Cross references

ଯିହିଜିକଲ 11:20

ତହିଁରେ ସମାନେେ ଆମ୍ଭର ବିଧି ମାନିବେ ଏବଂ ଆମ୍ଭର ନିଯମସବୁ ରଖିବା ପାଇଁ ୟନ୍ତ୍ରବାନ୍ ହବେେ ଏବଂ ସମାନେେ ମଧ୍ଯ ଆମ୍ଭର ଲୋକ ହବେେ ଓ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ।'

ଯିହିଜିକଲ 12:3

ତେଣୁ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ନିର୍ବାସନ ଗଲାପରି ତୁମ୍ଭମାନଙ୍କର ସମସ୍ତ ସାମଗ୍ରୀ ସଜାଡ଼ି ଦିଅ। ଦିନ ବେଳେ ଏହା କର ଯେତବେେଳେ ସମାନେେ ତୁମ୍ଭ ୟିବାର ଦେଖିପାରିବେ। ଯେତବେେଳେ ସମାନେେ ତୁମ୍ଭକୁ ଦେଖୁଛନ୍ତି ତୁମ୍ଭେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଗତି କିରବା ଉଚିତ୍। ତାହା ହେଲେ ସମାନେେ ବିଦ୍ରୋହୀ ଲୋକ ହେଲେ ହେଁ ବୁଝିପାରିବେ।

ଯିହିଜିକଲ 36:27

ଏବଂ ମୁଁ ତୁମ୍ଭମାନଙ୍କ ଅନ୍ତର ରେ ମାରେ ଆତ୍ମା ସ୍ଥାପନ କରିବି। ଏବଂ ମୁଁ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିବି ଯେପରି ତୁମ୍ଭମାନେେ ମାରେ ନିଯମ ସକଳ ମାନିବ ଏବଂ ମାରେ ଆଜ୍ଞାସବୁ ରଖିବାକୁ ଯତ୍ନବାନ ହବେ।

ଯିହିଜିକଲ 40:1

ମ୍ଭର ନିର୍ବାସନର ପଞ୍ଚବିଂଶ ବର୍ଷର, ଆରମ୍ଭ ରେ ମାସର ଦଶମ ଦିନ ରେ ସଦାପ୍ରଭୁଙ୍କ ଶକ୍ତି ମାେ ଉପ ରେ ଅଧିଷ୍ଠିତ ହେଲା। ଏହା ବାବିଲ ୟିରୁଶାଲମ ଅକ୍ତିଆର କରିବାର ଚତୁର୍ଦ୍ଦଶବର୍ଷ ପ ରେ ସହେିଦିନ ସଦାପ୍ରଭୁ ମାେତେ ସଠାେକୁ ଦର୍ଶନ ରେ ଆଣିଲେ।

ଯିହିଜିକଲ 44:5

ପୁଣି ସଦାପ୍ରଭୁ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ସଦାପ୍ରଭୁଙ୍କ ମନ୍ଦିରର ସକଳ ବିଧି ଓ ତହିଁର ସକଳ ବ୍ଯବସ୍ଥା ବିଷଯ ରେ ଯାହା ଯାହା ମୁଁ ତୁମ୍ଭକୁ କହିଅଛୁ, ତୁମ୍ଭେ ମନୋୟୋଗ ସହକା ରେ ଧ୍ଯାନ ଦିଅ, ଦେଖ ଓ ଶୁଣ। ଆଉ ମନ୍ଦିର ରେ ପ୍ରବେଶ ଓ ପ୍ରସ୍ଥାନ ଉତ୍ତମରୂପେ ଅନୁଧ୍ଯାନ କର।

ମାଥିଉଲିଖିତ ସୁସମାଚାର 28:20

ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।

ଯୋହନଲିଖିତ ସୁସମାଚାର 13:17

ଯଦି ତୁମ୍ଭେ ଏହା ସବୁ ଜାଣ ତବେେ ତୁମ୍ଭେ ଏହି କାର୍ୟ୍ଯ କରି ଖୁସି ହବେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:2

ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଛି କାରଣ ତୁମ୍ଭମାନେେ ମାେତେ ସମସ୍ତ ବିଷୟ ରେ ମନେ ପକାଉ ଅଛ। ମୁଁ ଯେଉଁ ଉପଦେଶ ଗୁଡ଼ିକ ଦଇେଥିଲି ସେ ଗୁଡ଼ିକୁ ସ୍ମରଣ ରେ ରଖି ପାଳନ କରୁଛ।

ଏବ୍ରୀ 8:5

ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତ ରେ ସ୍ବର୍ଗ ରେ ଥିବା କାମଗୁଡ଼ିକର ଛାଯା ଓ ନମୁନା ମାତ୍ର। ସେଥିପାଇଁ ମାଶାେ ତମ୍ମୁ312 ନିର୍ମାଣ କରିବାକୁ ଗଲା ବେଳେ ପରମେଶ୍ବର ତାହାଙ୍କୁ ଚତାବେନୀ ଦଇେ କହିଥିଲେ : ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦଖାଇେ ଥିଲି, ତଦନୁସା ରେ ସମସ୍ତ ନିର୍ମାଣ କର।313

Interlinear

Choose Theme