Home Bibles ଯିହିଜିକଲ 40:43 · ଓଡ଼ିଆ ବାଇବେଲ
ଯିହିଜିକଲ 40:43 · ଓଡ଼ିଆ ବାଇବେଲ

ଏବଂ ତିନି ଇଞ୍ଚ ଦୀର୍ଘ ଆଙ୍କୁଡ଼ିମାନ ଭିତର କାନ୍ଥର ଚାରିଆଡ଼େ ଲଗା ୟାଇଥିଲା ଏବଂ ମଜେମାନଙ୍କ ଉପ ରେ ଉପହାରାର୍ଥକ ମାଂସ ରଖାୟାଇଥିଲା।

Cross references

ଲେବୀୟ ପୁସ୍ତକ 1:6

ପୁଣି ସେ ଯାଜକ ସହେି ବଳିର ଚର୍ମ ଉତାରିବେ ଓ ସେ ମାଂସ କାଟି ଖଣ୍ଡ ଖଣ୍ଡ କରିବେ।

ଲେବୀୟ ପୁସ୍ତକ 1:8

ପୁଣି ଯାଜକ ହାରୋଣର ପୁତ୍ର ଯାଜକମାନେ ୟଜ୍ଞବଦେୀ ଉପରିସ୍ଥ ଅଗ୍ନି ଉପରେ ଥିବା କାଠ ଉପରେ ସହେି ଖଣ୍ଡ ସକଳ, ମସ୍ତକ ଓ ମଦେ ରଖିବେ।

ଲେବୀୟ ପୁସ୍ତକ 8:20

ଆଉ ସେ ମଷେକୁ ଖଣ୍ଡ ଖଣ୍ଡ କରି କାଟିଲେ, ମାଶାେ ତାହାର ମସ୍ତକ, ସମସ୍ତ ମାଂସ ଖଣ୍ଡ ଓ ମଦେ ଦଗ୍ଧ କଲେ। ସେ ତାହାର ଅନ୍ତ ଓ ନଳି ଗୋଡ ଜଳ ରେ ଧୌତ କଲେ। ତା'ପରେ ୟଜ୍ଞବଦେୀ ଉପରେ ମାଶାେ ସମସ୍ତ ମଷେକୁ ଦଗ୍ଧ କଲେ।

Interlinear

Choose Theme