Home Bibles ଯିହିଜିକଲ 40:37 · ଓଡ଼ିଆ ବାଇବେଲ
ଯିହିଜିକଲ 40:37 · ଓଡ଼ିଆ ବାଇବେଲ

ଏହାର ତ୍ବରଣ ଫାଟକଟି ବାହାର ପ୍ରାଙ୍ଗଣ ଆଡ଼େ ମୁହଁ କରିଥିଲା। ସହେି ଉଚ୍ଚସ୍ତମ୍ଭ ସବୁର ଉପ ରେ ଉଭୟ ପାଖ ରେ ଖଜୁର୍ର ଆକୃତି ଥିଲା। ପୁଣି ତାହା ଉପରକୁ ୟିବା ପାଇଁ ଆଠଟି ପାବଛ ଥିଲା।

Cross references

ଯିହିଜିକଲ 40:31

ତା'ପ ରେ ତାହାର ମଣ୍ଡପଗୁଡ଼ିକ ବାହାର ପ୍ରାଙ୍ଗଣର ଅଭିମୁଖ ରେ ଥିଲା। ତାହାର ଉପସ୍ତମ୍ଭଗୁଡ଼ିକର ଉପର ଖଜ୍ଜୁର୍ର ବୃକ୍ଷର ଆକୃତି ଥିଲା। ତାହା ଉପରକୁ ୟିବାପାଇଁ ଆଠଟି ପାବଛ ଥିଲା।

ଯିହିଜିକଲ 40:34

ତାହାର ପ୍ରାଙ୍ଗଣ ଗୁଡିକ ବାହାର ପ୍ରାଙ୍ଗଣ ଅଭି ମୁଖ ରେ ଥିଲା। ତାହାର ଉପସ୍ତମ୍ଭଗୁଡ଼ିକର ଉଭୟ ପାଶର୍‌ବ ରେ ଖଜ୍ଜୁର୍ର ବୃକ୍ଷର ଆକୃତି ଥିଲା। ତାହା ଉପରକୁ ୟିବା ପାଇଁ ଆଠଟି ପାବଛ ଥିଲା।

Interlinear

Choose Theme