ଯିହିଜିକଲ 34:19 · ଓଡ଼ିଆ ବାଇବେଲ
ମାତ୍ର ତୁମ୍ଭମାନେେ ଯେଉଁ ତୃଣକୁ ପାଦ ରେ ଦଳି ଅଛ, ଆମ୍ଭର ମଷେପଲ ତାହା ଭୋଜନ କରନ୍ତି ଓ ଯେଉଁ ଜଳକୁ ତୁମ୍ଭମାନେେ ପାଦ ରେ ଗୋଳିଆ କରିଅଛ, ଆମ୍ଭର ମଷେପଲ ତାହା ପାନ କରନ୍ତି।
Cross references
ଯିହିଜିକଲ 20:41
ଯେଉଁ ସମୟରେ ମୁଁ ଜାତିଗୁଡ଼ିକ ମଧ୍ଯରୁ ତୁମ୍ଭମାନଙ୍କୁ ବାହାର କରି ଆଣିବି ଓ ଛିନ୍ନଭିନ୍ନ ହାଇେ ରହିଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ଏକତ୍ରୀତ କରିବି, ମୁଁ ତୁମ୍ଭମାନଙ୍କୁ ତୁମ୍ଭର ସୁଗନ୍ଧି ନବୈେଦ୍ଯଗୁଡ଼ିକ ଗ୍ରହଣ କରିବି ଏବଂ ସମସ୍ତ ଜାତିଗୁଡ଼ିକ ଉପସ୍ଥିତି ରେ ମୁଁ ତୁମ୍ଭମାନଙ୍କୁ ପବିତ୍ର କରିବି।