Home Bibles ଯିହିଜିକଲ 33:3 · ଓଡ଼ିଆ ବାଇବେଲ
ଯିହିଜିକଲ 33:3 · ଓଡ଼ିଆ ବାଇବେଲ

ଆଉ ସେ ଯଦି ଦେଶ ବିରୁଦ୍ଧ ରେ ଖଡ୍ଗ ଆଣିବାର ଦେଖେ, ତବେେ ସେ ତୂରୀ ବଜାଇ ଲୋକମାନଙ୍କୁ ସଚତନେ କରାଏ।

Cross references

ନିହିମିୟା 4:18

ଆଉ ଗାନ୍ଥକମାନଙ୍କର ପ୍ରେତ୍ୟକକ ଆପଣା ଆପଣା କଟି ଦେଶ ରେ ଖଡ୍ଗ ବାନ୍ଧିଲେ। ପୁଣି ତୂରୀ ବଜାଇବା ଲୋକ ଆମ୍ଭ ନିକଟରେ ରହିଲା।

ନିହିମିୟା 4:20

ଏଣୁ ଯକେୈଣସି ସ୍ଥାନ ରେ ତୂରୀର ଶଦ୍ଦ ଶୁଣିବ, ସେ ସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିବ। ଆମ୍ଭମାନଙ୍କ ପରମେଶ୍ବର ଆମ୍ଭମାନଙ୍କ ପକ୍ଷ ରେ ୟୁଦ୍ଧ କରିବେ।

ଯିଶାଇୟ 58:1

ଉଚ୍ଚସ୍ବର ରେ ଘାଷେଣା କର, ସ୍ବର କ୍ଷୀଣ କର ନାହିଁ। ତୂରୀପରି ଚିତ୍କାର କର। ଆମ୍ଭ ଲୋକମାନଙ୍କୁ ସମାନଙ୍କେର ଅଧର୍ମ ବିଷଯ ରେ ଓ ଯାକୁବ ବଂଶକୁ ସମାନଙ୍କେ ପାପ ସମ୍ବନ୍ଧ ରେ ଜଣାଅ।

ଯିରିମିୟ 4:5

ତୁମ୍ଭମାନେେ ଯିହୁଦାର ଲୋକମାନଙ୍କୁ ଏହି ବାର୍ତ୍ତା ଦିଅ ଓ ୟିରୁଶାଲମ ରେ ଏହିକଥା ପ୍ରଚାର କର। 'ସମଗ୍ର ଦେଶ ରେ ତୂରୀ ବଜାଅ' ଓ ଉଚ୍ଚସ୍ବର ରେ ଚିତ୍କାର କର, 'ତୁମ୍ଭମାନେେ ଏକତ୍ରୀତ ହୁଅ। ଆଉ କୁହ, ଆସ ସୁଦୃଢ଼ ନଗରକୁ ପଳାଇବା।'

ଯିରିମିୟ 6:1

ହେ ବିନ୍ଯାମୀନ ସନ୍ତାନଗଣ, ତୁମ୍ଭମାନେେ ରକ୍ଷା ପାଇବା ପାଇଁ ୟିରୁଶାଲମରୁ ପଳାଯନ କର। ତିକୋଯ ନଗର ରେ ତୂରୀ ବଜାଅ ଓ ବୈଥହକରମେ ରେ ଧ୍ବଜା ଟକେ। କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆସୁଅଛି।

ଯିରିମିୟ 51:27

ତୁମ୍ଭମାନେେ ଦେଶ ରେ ଧ୍ବଜା ସ୍ଥାପନ କର, ଗୋଷ୍ଠୀଯମାନଙ୍କ ମଧିଅରେ ତୂରୀ ବଜାଅ। ସମସ୍ତ ଗୋଷ୍ଠୀକୁ ବାବିଲ ବିରୁଦ୍ଧ ରେ ପ୍ରସ୍ତୁତ କର। ଅରାରଟ୍, ମିନ୍ନି ଓ ଅସ୍ମିନସ୍ ରାଜ୍ଯକୁ ତାହାର ବିରୁଦ୍ଧ ରେ ଏକତ୍ର ଡ଼ାକ। ତାହାର ବିରୁଦ୍ଧ ରେ ସନୋପତିମାନଙ୍କୁ ନିୟୁକ୍ତ କର ଓ ପଙ୍ଗପାଳ ସଦୃଶ ବହୁ ସଂଖ୍ଯା ରେ ଅଶ୍ବଗଣ ପଠାଅ।

ଯିହିଜିକଲ 33:8

ମୁଁ ଯେତବେେଳେ କୌଣସି ଦୁଷ୍ଟ ଲୋକକୁ କହିବି, ' ହେ ଦୁଷ୍ଟଲୋକ, ତୁମ୍ଭେ ନିଶ୍ଚଯ ମରିବ।' ସେତବେେଳେ ତୁମ୍ଭେ ଯଦି ତାକୁ ସଚତନେ ନ କର ଓ ସେ ତାହାର ଜୀବନ ପଥ ପରିବର୍ତ୍ତନ ନ କରେ, ତବେେ ସହେି ଦୁଷ୍ଟଲୋକ ନିଜ ପାପ ରେ ମରିବ। ମୁଁ ତାହାର ରକ୍ତର ପ୍ରତିଶୋଧ ତୁମ୍ଭ ଉପ ରେ ନବେି।

ହୋଶେୟ 8:1

ତୂରୀ ବାଦନ କରି ଲୋକମାନଙ୍କୁ ସତର୍କ କରିଦିଅ। ସଦାପ୍ରଭୁଙ୍କ ଗୃହ ଉପ ରେ ବାଜପକ୍ଷୀ ପରି ଜଗି ରୁହ। ଇଶ୍ରାୟେଲ ଅଧିବାସୀଗଣ ଆମ୍ଭ ଚୁକ୍ତି ଭଙ୍ଗ କରିଛନ୍ତି। ସମାନେେ ଆମ୍ଭ ବ୍ଯବସ୍ଥା ବିଷଯକୁ ଅମାନ୍ଯ କରିଛନ୍ତି।

ଯୋୟେଲ 2:1

ତୁମ୍ଭମାନେେ ସିୟୋନ ରେ ତୂରୀ ବଜାଅ। ଆମ୍ଭର ପବିତ୍ର ପର୍ବତ ଉପ ରେ ଗୋଟିଏ ବିପଦ ସଂକତେ କରି ପାଟି କର। ସମଗ୍ର ଦେଶବାସୀ ଭୟ ରେ କମ୍ପିତ ହବେ। ସଦାପ୍ରଭୁଙ୍କର ବିଶଷେ ଦିନ ଆସୁଛି। ସହେି ବିଶଷେ ଦିନଟି ଅତି ସନ୍ନିକଟ।

ଆମୋଷ 3:6

ଯଦି ନଗର ରେ ତୂରୀ ବାଜି ଉଠିବ ତବେେ ଲୋକମାନେ ଭୟ ରେ ଥରହର ହବେେ। ସଦାପ୍ରଭୁ ନ ଗ୍ଭହିଁଲା ପର୍ୟ୍ଯନ୍ତ ନଗର ମଧିଅରେ କୌଣସି ଅସୁବିଧା ଘଟିବ ନାହିଁ।

Interlinear

Choose Theme