Home Bibles ☰ Books ଯିହିଜିକଲ 32:13 · ଓଡ଼ିଆ ବାଇବେଲ
ଯିହିଜିକଲ 32:13 · ଓଡ଼ିଆ ବାଇବେଲ

ମୁଁ ଅପାର ଜଳରାଶି ନିକଟରୁ ସମସ୍ତ ପଶୁମାନଙ୍କୁ ବିନାଶ କରିବି। ତାହା ହେଲେ ମନୁଷ୍ଯମାନେ ପାଣିକୁ ପାଦ ରେ ଚହଲାଇ ଗୋଳିଆ କରିବେ ନାହିଁ କିମ୍ବା ପଶୁମାନଙ୍କ ଖୁରା ରେ ତାହା ଚହଲି ଗୋଳିଆ ହବେ ନାହିଁ।

Cross references

ଯିହିଜିକଲ 29:8

ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଦେଖ ମୁଁ ତୁମ୍ଭ ବିରୁଦ୍ଧ ରେ ଖଡ୍ଗ ଆଣିବି ଓ ତୁମ୍ଭ ମଧ୍ଯରୁ ମନୁଷ୍ଯ କଥା ପଶୁମାନଙ୍କୁ ବିନାଶ କରିବି।

ଯିହିଜିକଲ 29:11

କୌଣସି ମନୁଷ୍ଯ କିମ୍ବା ପଶୁ ତୁମ୍ଭ ଦେଶ ମଧିଅରେ ୟାତାଯତ କରିବେ ନାହିଁ। ଚାଳିଶ ବର୍ଷ ପର୍ୟ୍ଯନ୍ତ ମିଶର ଅପ୍ରତିଷ୍ଠିତ ହାଇେ ରହିବ।

ଯିହିଜିକଲ 30:12

ମୁଁ ନୀଳନଦୀକୁ ଶୁଷ୍କ ଭୂମିରେ ପରିଣତ କରିବି। ଦେଶକୁ ମନ୍ଦ ଲୋକମାନଙ୍କୁ ବିକ୍ରଯ କରିବି। ମୁଁ ବିଦେଶୀମାନଙ୍କ ଦ୍ବାରା ଦେଶ ତଥା ତନ୍ମଧ୍ଯସ୍ଥ ୟାବତୀଯ ବିଷଯ ଧ୍ବଂସ କରିବି। ମୁଁ ସଦାପ୍ରଭୁ ଏହା କହିଅଛି।

ଯିହିଜିକଲ 32:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ,

ଯିହିଜିକଲ 34:18

ତୁମ୍ଭମାନେେ ଉତ୍ତମ ତୃଣ ଭୂମିରେ ଚରିପାର, ମାତ୍ର ତୁମ୍ଭମାନେେ କାହିଁକି ଅନ୍ୟମାନଙ୍କର ଚାରଣ ସ୍ଥାନକୁ ପାଦ ରେ ଦଳିବ ? ତୁମ୍ଭମାନେେ ପ୍ରଚୁର ନିର୍ମଳ ଜଳ ପାନ କରିପାର, ମାତ୍ର ଅନ୍ୟ ମଷେମାନଙ୍କ ପାଇଁ ଜଳକୁ ଗୋଳିଆ କରିବ କାହିଁକି ?

Interlinear

Choose Theme