ଆକାଶର ପକ୍ଷୀସକଳ ତାହାର ଡାଳ ରେ ବସା ବାନ୍ଧିଲେ। କ୍ଷେତ୍ରସ୍ଥ ପଶୁମାନେ ତାହାର ଶାଖାତଳେ ପ୍ରସବ କଲେ। ଏବଂ ତାହାର ଛାଯା ତଳେ ବହୁତ ଜାତିଗଣ ବାସ କଲେ।
Cross references
ସହେି ବୃକ୍ଷଗୁଡ଼ିକ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି। ସାରସ ପକ୍ଷୀ ସୋନବରେ ବୃକ୍ଷରେ ବାସ କରନ୍ତି।
ମୁଁ ସ୍ବଯଂ ଇଶ୍ରାୟେଲର ଉଚ୍ଚତମ ପର୍ବତ ରେ ସହେି ଅଗ୍ରଭାଗକୁ ରୋପଣ କରିବି। ତହିଁରେ ସହେି ଅଗ୍ରଭାଗ ବଢ଼ିବ ଏବଂ ଏକ ଶାଖାବିଶିଷ୍ଟ ବୃକ୍ଷ ହବେ ଏବଂ ଏଥି ରେ ଫଳ ଫଳିବ। ଏହା ଏକ ସୁନ୍ଦର ଏରସ ବୃକ୍ଷ ହବେ। ତହିଁରେ ସବୁ ଜାତିର ପକ୍ଷୀମାନେ ବସା କରିବେ। ଆଉ ମଧ୍ଯ ସମାନେେ ତାହାର ଶାଖାଗୁଡ଼ିକର ଛାଯା ରେ ବାସ କରିବେ।
ତହିଁର ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନକେ ଥିଲା, ଆଉ ସେ ଗଛ ରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। କ୍ଷେତ୍ରସ୍ଥ ପଶୁଗଣ ସହେି ବୃକ୍ଷତଳେ ଛାଯା ପାଇଲେ ଓ ଆକାଶସ୍ଥ ପକ୍ଷୀମାନେ ତାହାର ଶାଖାମାନଙ୍କ ରେ ବାସ କଲେ। ସମସ୍ତ ପ୍ରାଣୀ ସେଥିରୁ ଖାଦ୍ୟ ପାଇଲେ।
ତାହାର ପତ୍ରସବୁ ସୁନ୍ଦର ହେଲା ଓ ସେଥି ରେ ପ୍ରଚୁର ଫଳ ହେଲା। ସେଥି ରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। ଆଉ ତାହାର ତଳେ କ୍ଷେତ୍ରସ୍ଥ ପଶୁମାନେ ବାସ କଲେ ଓ ତାହାର ଶାଖା ଗୁଡିକ ଉପ ରେ ଆକାଶର ପକ୍ଷୀମାନେ ବସତି କଲେ।
ସେ ବୀଜ ଅନ୍ୟ ବୀଜ ତୁଳନା ରେ ସବୁଠାରୁ େଛାଟ ଥାଏ, କିନ୍ତୁ ତାହା ଯେତବେେଳେ ବଡ ହୁଏ, ସେତବେେଳେ ବଗିଚା ରେ ସମସ୍ତ ଚାରା ଅପେକ୍ଷା ବଡ ହାଇଯୋଏ। ତାହା ଗଛ ରେ ପରିଣତ ହୁଏ। ଆକାଶର ପକ୍ଷୀମାନେ ଆସି ଏହି ଗଛର ଶାଖା ରେ ବସା ବାନ୍ଧି ଆଶ୍ରୟ ନିଅନ୍ତି।