ଏଣିକି ଆକାଶର ପକ୍ଷୀମାନେ ତାହାର ଭାଙ୍ଗି ୟାଇଥିବା ଶାଖା ଉପ ରେ ବାସ କରିବେ ଓ କ୍ଷେତ୍ରସ୍ଥ ପଶୁମାନେ ତାହାର ଭଗ୍ନ ଶାଖାମାନଙ୍କ ମଧିଅରେ ରହିବେ।
Cross references
ସହେି ଦ୍ରାକ୍ଷାଗୁଡ଼ିକୁ ପର୍ବତର ପକ୍ଷୀଗଣ ଓ ବଣର ପଶୁଗଣ ଭକ୍ଷଣ କରିବେ। ଦୂରସ୍ଥ ପକ୍ଷୀଗଣ ସହେି ଦ୍ରାକ୍ଷା ରେ ଗ୍ରୀଷ୍ମକାଳ କଟାଇବେ ଏବଂ ବନ୍ଯ ପଶୁଗଣ ସହେି ଦ୍ରାକ୍ଷା ଫଳ ରେ ଶୀତକାଳ କଟାଇବେ।'
ତୁମ୍ଭକୁ ଓ ସମସ୍ତ ମତ୍ସ୍ଯଙ୍କୁ ପ୍ରାନ୍ତର ରେ ଛାଡ଼ି ଦବେି ଓ ତୁମ୍ଭେ ପଦା ରେ ପଡ଼ିରହିବ। ତୁମ୍ଭକୁ କହେି ସଂଗ୍ରହ କରିବେ ନାହିଁ ଓ କବର ଦବେେ ନାହିଁ। ଆଉ ତୁମ୍ଭେ ଭୂଚର ପଶୁଗଣର ଓ ଖଚେରମାନଙ୍କର ଖାଦ୍ୟ ହବେ।
ମୁଁ ତୁମ୍ଭକୁ ସ୍ଥଳ ରେ ଛାଡ଼ି ଦବେି ଓ ତୁମ୍ଭେ ପଦା ରେ ପଡ଼ି ରହିବ। ମୁଁ ଆକାଶର ପକ୍ଷୀସବୁକୁ ଆଣବି ଓ ସମାନେେ ତୁମ୍ଭକୁ ଭକ୍ଷଣ କରିବେ। ପୁଣି ପୃଥିବୀର ସମୁଦାଯ ପଶୁଗଣଙ୍କୁ ଆଣିବି ଓ ସମାନେେ ତୃପ୍ତ ହବୋ ପର୍ୟ୍ଯନ୍ତ ତୁମ୍ଭକୁ ଭକ୍ଷଣ କରିବେ।
ତା'ପରେ ମୁଁ ଜଣେ ଦୂତଙ୍କୁ ସୂର୍ୟ୍ଯ ମଧିଅରେ ଠିଆ ହବୋର ଦେଖିଲି। ସେ ଆକାଶ ରେ ଉଡ଼ୁଥିବା ସବୁ ପକ୍ଷୀମାନଙ୍କୁ ଉଚ୍ଚସ୍ବର ରେ କହିଲେ, ଆସ, ପରମେଶ୍ବରଙ୍କର ମହା ଭୋଜି ପାଇଁ ଏକାଠି ହୁଅ।