କିନ୍ତୁ ତୁମ୍ଭର ପାଟି ଆମ୍ଭ ଆଜ୍ଞା ରେ ଫିଟିବ। ତା'ପ ରେ ତୁମ୍ଭେ ସମାନଙ୍କେୁ କହିବ, 'ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି।' ଯଦି ସମାନେେ ଇଚ୍ଛା କରନ୍ତି, ଶୁଣନ୍ତୁ ବା ଯଦି ସମାନେେ ଇଚ୍ଛା ନ କରନ୍ତି ବା ନ ଶୁଣନ୍ତି, ଯେ ହତେୁ ସମାନେେ ବିଦ୍ରୋହୀ ଜାତି ଅଟନ୍ତି।
Cross references
ଏହାପରେ ସଦାପ୍ରଭୁ ତାଙ୍କୁ କହିଲେ, ମନୁଷ୍ଯର ମୁଖ କିଏ ନିର୍ମାଣ କରିଛି? ମନୁଷ୍ଯକୁ କିଏ ମୁକ ବା ବଧିର କରେ? ମନୁଷ୍ଯକୁ କିଏ ଦୃଷ୍ଟିହୀନ କରେ? ମନୁଷ୍ଯକୁ କିଏ ଦୃଷ୍ଟିବାନ କରେ? ମୁଁ ହେଉଛି ସହେି ଯେ କି ଏ ସମସ୍ତ କର୍ମ କରାଉଥାଏ। ମୁଁ ହେଉଛି ସହେି ସଦାପ୍ରଭୁ।
ସହେି ଲୋକମାନେ ସ୍ବେଚ୍ଛାଚାରୀ ଓ କଠିନ ଚିତ୍ତ। ତଥାପି ମୁଁ ତୁମ୍ଭକୁ ସମାନଙ୍କେ ନିକଟକୁ ପଠାଉଛି। ସମାନଙ୍କେୁ କୁହ, 'ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହିଛନ୍ତି।'
ସମାନେେ ବିଦ୍ରୋହୀ ବଂଶ, ସମାନେେ ତୁମ୍ଭ କଥା ଶୁଣନ୍ତୁ ବା ନ ଶୁଣନ୍ତୁ, ତୁମ୍ଭମାନେେ ଏହିସବୁ କଥା ନିଶ୍ଚଯ କହିବ, ଯାହା ଫଳ ରେ ସମାନେେ ଜାଣିବେ ଯେ, ସମାନଙ୍କେ ମଧିଅରେ ଜଣେ ଭବିଷ୍ଯତବକ୍ତା ପହଞ୍ଚିଛନ୍ତି।
ଯେପରି ଚକମକି ପଥର ଅପେକ୍ଷା ହୀରା କଠିନତର। ଆମ୍ଭେ ସଗେୁଡ଼ିକଠାରୁ ତୁମ୍ଭର ମୁଣ୍ଡକୁ ଶକ୍ତ କରିଅଛୁ। ତେଣୁ ଯଦିଓ ସମାନେେ ବିଦ୍ରୋହୀ, ତୁମ୍ଭେ ସମାନଙ୍କେୁ ଭୟ କର ନାହିଁ, ଏବଂ ସମାନଙ୍କେ ଚାହାଁଣି ରେ ଉଦବିଗ୍ନ ହୁଅ ନାହିଁ।
ଏବଂ ତୁମ୍ଭେ ତୁମ୍ଭର ନିର୍ବାସିତ ଲୋକମାନଙ୍କ ନିକଟକୁ ୟାଇ ସମାନଙ୍କେୁ କୁହ ଯେ, 'ଏହା ସଦାପ୍ରଭୁ ଆମ୍ଭର ପ୍ରଭୁ ଏହିସବୁ କଥା କୁହନ୍ତି।' ସମାନେେ ଶୁଣନ୍ତୁ ବା ନ ଶୁଣନ୍ତୁ। ତୁମ୍ଭେ ଏହିସବୁ କଥା ନିଶ୍ଚଯ ସମାନଙ୍କେୁ କୁହ।
ତା'ପ ରେ ଆମ୍ଭେ ତୁମ୍ଭ ଜିହ୍ବାକୁ ତୁମ୍ଭ ମୁଖର ତାଳୁ ରେ ୟୁକ୍ତ କରିବା, ଫଳ ରେ ତୁମ୍ଭେ ନୀରବ ରହିବ ଓ ସମାନଙ୍କେୁ ଗାଳି ଦବୋକୁ ସମର୍ଥ ହବେ ନାହିଁ। ଯଦିଓ ସମାନେେ ଗୋଟିଏ ବିଦ୍ରୋହୀ ଜାତି ଅଟନ୍ତି।
ତା'ପ ରେ ସଦାପ୍ରଭୁ ମାେତେ ଯାହା ଯାହା ବିଷଯ ଦଖାଇେ ଥିଲେ, ସହେି ସମସ୍ତ ବିଷଯ ମୁଁ ନିର୍ବାସିତ ଲୋକମାନଙ୍କୁ ଜଣାଇଲି।
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ବିଦ୍ରୋହୀ ବଂଶ ମଧିଅରେ ବାସ କରୁଅଛ। ସମାନଙ୍କେର ଦେଖିବା ପାଇଁ ଚକ୍ଷୁ ଅଛି, ମାତ୍ର ଯାହା ଆମ୍ଭେ ସମାନଙ୍କେ ପାଇଁ କରିଛୁ, ସମାନେେ ଦେଖି ପାରନ୍ତି ନାହିଁ। ସମାନଙ୍କେର ଶୁଣିବା ପାଇଁ କର୍ଣ୍ଣ ଅଛି, ମାତ୍ର ଆମ୍ଭର ଆଜ୍ଞାପ୍ରତି ସମାନେେ କର୍ଣ୍ଣପାତ କରନ୍ତି ନାହିଁ। କାରଣ ସମାନେେ ବିଦ୍ରୋହୀ ବଂଶ।
ସଦେିନ ସହେି ଉତ୍ତରାଧିକାରୀ ଲୋକ ନିକଟରେ ତୁମ୍ଭର ମୁଖ ଫିଟିୟିବ ଓ ତୁମ୍ଭେ ଆଉ ନୀରବ ନ ରହି କଥା କହିବ। ଏହିରୂପେ ତୁମ୍ଭେ ସମାନଙ୍କେ ପାଇଁ ଏକ ଦୃଷ୍ଟାନ୍ତ ହବେ ଏବଂ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସମାନେେ ଜାଣିବେ।
ସଦେିନ ମୁଁ ଇଶ୍ରାୟେଲ ବଂଶ ନିମନ୍ତେ ଗୋଟିଏ ଶୃଙ୍ଗ ଅଙ୍କୁରିତ କରାଇବି। ତା'ପ ରେ ମୁଁ ସମାନଙ୍କେ ମଧିଅରେ ତୁମ୍ଭର ମୁଖ ମୁକ୍ତ କରିବି। ତେଣୁ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସମାନେେ ଜାଣିବେ।
ସହେି ତ୍ରାଣକର୍ତ୍ତା ଆସିବା ପୂର୍ବରୁ ସନ୍ଧ୍ଯା ସମୟରେ ମାରେ ପ୍ରଭୁ ସଦାପ୍ରଭୁଙ୍କର ହସ୍ତ ମାେ ଉପ ରେ ଥିଲା। ପ୍ରାତଃକାଳ ରେ ସହେି ତ୍ରାଣକର୍ତ୍ତା ଆସିବା ପୂର୍ବରୁ ସେ ମାରେ ମୁଖ ଫିଟାଇଥିଲେ। ଆଉ ମୁଁ ଚୁପ୍ ହାଇେ ରହିଲି ନାହିଁ।
ତୁମ୍ଭେ ସମାନଙ୍କେ ନିକଟରେ ମଧୁର ସଙ୍ଗୀତ ଗାନ କରୁଥିବା ଗାଯକ ସଦୃଶ ଅଟ। ତୁମ୍ଭର ମଧୁର ସ୍ବର ଅଛି, ତୁମ୍ଭେ ଉତ୍ତମ ରୂପେ ବାଦ୍ଯୟନ୍ତ୍ର ବଜାଇ ପାର। ତେଣୁ ସମାନେେ ତୁମ୍ଭର କଥା ଶୁଣନ୍ତି, କିନ୍ତୁ ତୁମ୍ଭେ ଯାହା କୁହ ତାହା କରନ୍ତି ନାହିଁ।
ଯେଉଁମାନେ ମାେ କଥା ଶୁଣୁଛ, ଶୁଣ।
ତୁମ୍ଭର ଯଦି କାନ ଅଛି, ତବେେ ଶୁଣ।
ମୁଁ ତୁମ୍ଭକୁ କହିବାକୁ ଜ୍ଞାନ ପ୍ରଦାନ କରିବି। ତୁମ୍ଭମାନେେ ଯାହା କହିବ, ତୁମ୍ଭର କୌଣସି ଶତୃ ତାର ଉତ୍ତର ଦଇେ ପାରିବ ନାହିଁ।
ମାେ ପାଇଁ ମଧ୍ଯ ପ୍ରାର୍ଥନା କର। ମୁଁ ଯେପରି ନିର୍ଭୟ ହାଇେ, ସୁସମାଚାରର ନିଗୂଢ଼ ସତ୍ଯ ପ୍ରକାଶ କରିପା ରେ, ସେଥିନିମନ୍ତେ ପରମେଶ୍ବର ମାେତେ ତାହାଙ୍କର ବାକ୍ଯ ପ୍ରଦାନ କଲେ।
ତା'ପରେ ସ୍ବର୍ଗଦୂତ ମାେତେ କହିଲେ, ଏହି ପୁସ୍ତକରେ ଥିବା ଭବିଷ୍ଯଦ୍ ବାଣୀର ବାକ୍ଯଗୁଡ଼ିକୁ ଗୋପନୀୟ ରଖ ନାହିଁ। ଏସବୁ ଘଟିବାର ସମୟ ପାଖଇେ ଆସିଲାଣି।