ସହେି ଜୀବିତ ପ୍ରାଣୀମାନଙ୍କର ଡ଼ଣୋ ଦ୍ବାରା ପରସ୍ପର ଝାଡ଼ି ହବୋର ଶବ୍ଦ ଥିଲା ଏବଂ ସମାନଙ୍କେର ଚକସବୁର ଗର୍ଜ୍ଜନ ଏକ ବଜ୍ରଧ୍ବନି ସୃଷ୍ଟି କରୁଥିଲା। ଏହା ବଜ୍ରସ୍ବର ପରି ଉଚ୍ଚ ଥିଲା।
Cross references
ତୁମ୍ଭମାନେେ ସହେି ତୂତ୍ବୃକ୍ଷ ତାଟୋ ଉପରେ ୈସନ୍ଯମାନଙ୍କର ପଦାଗ୍ଭରଣର ଶଦ୍ଦ ପରି ଶଦ୍ଦ ଶକ୍ସ୍ଟଣିପାରିବ। ତବେେ ତୁମ୍ଭମାନେେ ସମାନଙ୍କେୁ ଶିଘ୍ର ଆକ୍ରମଣ କରିବ, କାରଣ ସହେି ସମୟରେ ସଦାପ୍ରଭୁ ତୁମ୍ଭମାନଙ୍କ ଆଗ ରେ ଯିବେ ଏବଂ ତୁମ୍ଭମାନଙ୍କ ସକାେଶ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବେ।
ପ୍ରଲତ୍ୟକକ ବୈଠିକିର ପିତ୍ତଳମଯ ଗ୍ଭସରାଟି ପିତ୍ତଳମଯ ଚକ ପିତ୍ତଳର ଅଖ ଗ୍ଭରିକଣସର ସ୍ଥାପିତ ଅବଲମ୍ବନ ଥିଲା।ସସହିସବୁ ଢଳାକର୍ମର ଅବଲମ୍ବନ ପ୍ରକ୍ଷାଳନ ପାତ୍ର ତଲଳ ଥିଲା ଓ ପ୍ରଲତ୍ୟକକର ପାଶର୍ବସର ମାଳା ଥିଲା।
ମୁଁ ଜୀବିତ ପ୍ରାଣୀମାନଙ୍କୁ ଦେଖିଲି ଏବଂ ଦେଖିଲି ଯେ, ପ୍ରେତ୍ୟକକ ଜୀବିତ ପ୍ରାଣୀମାନଙ୍କର ଚାରି ମୁଖର ସହିତ, ପାଶର୍ବ ରେ ଗୋଟିଏ ଗୋଟିଏ ଚକ ଥିଲା।
ଏବଂ ସମାନେେ ଗମନ କଲା ସମୟରେ ମୁଁ ସମାନଙ୍କେର ପକ୍ଷର ଶବ୍ଦ ଶୁଣିଲି, ତାହା ମହାଜଳ ରାଶିର କଲ୍ଲୋଳ ତୁଲ୍ଯ, ସର୍ବଶକ୍ତିମାନ ପରମେଶ୍ବରଙ୍କର ସ୍ବର ତୁଲ୍ଯ ଓ ସୈନ୍ଯଦଳର କୋଳାହଳ ଶବ୍ଦ ତୁଲ୍ଯ ଥିଲା। ସମାନେେ ଅଟକିଲା ବେଳେ ନିଜ ନିଜ ପକ୍ଷ ସଙ୍କୋଚନ କଲେ।
ଆଉ ସର୍ବଶକ୍ତିମାନ ପରମେଶ୍ବରଙ୍କର କଥା କହିବାର ସମୟରେ ସ୍ବର ବଜ୍ରରବ ତୁଲ୍ଯ, କିରୂବଦୂତମାନଙ୍କର ପକ୍ଷର ଶବ୍ଦ ବାହାର ପ୍ରାଙ୍ଗଣ ପର୍ୟ୍ଯନ୍ତ ଶୁଣାଗଲା।
କିରୁବମାନେ ଗମନ କଲା ବେଳେ ଚକସବୁ ସମାନଙ୍କେ ପାଶର୍ବ ରେ ଗମନ କଲେ। ପୁଣି କିରୁବମାନେ ଭୂମିରୁ ଉର୍ଦ୍ଧ୍ବକୁ ୟିବା ପାଇଁ ଯେତବେେଳେ ଆପଣା ଆପଣା ପକ୍ଷ ଉଠାଇଲେ, ସେତବେେଳେ ଚକ୍ରସବୁ ସମାନଙ୍କେ ପାଶର୍ବ ଛାଡ଼ିଲେ ନାହିଁ।