Home Bibles ଯିହିଜିକଲ 29:13 · ଓଡ଼ିଆ ବାଇବେଲ
ଯିହିଜିକଲ 29:13 · ଓଡ଼ିଆ ବାଇବେଲ

ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, କିନ୍ତୁ ଚାଳିଶ ବର୍ଷ ପ ରେ, ମୁଁ ମିଶରୀଯମାନଙ୍କୁ ସମସ୍ତ ଦେଶରୁ ଏକତ୍ରୀତ କରିବି, ଯେଉଁ ଦେଶଗୁଡ଼ିକରେ ସମାନେେ ଛିନ୍ନଛତ୍ର ହାଇେଥିଲେ।

Cross references

ଯିଶାଇୟ 19:22

ସଦାପ୍ରଭୁ ମିଶରୀଯମାନଙ୍କୁ ଦଣ୍ଡ ଦବେେ। ଆଉ ମଧ୍ଯ ସମାନଙ୍କେୁ ସେ କ୍ଷମା ଦବେେ। ତେଣୁ ସମାନେେ ସଦାପ୍ରଭୁଙ୍କ ନିକଟକୁ ଚାଲି ଆସିବେ। ସଦାପ୍ରଭୁ ସମାନଙ୍କେର ପ୍ରାର୍ଥନା ଶୁଣିବେ ଓ ସମାନଙ୍କେୁ କ୍ଷମା ଦବେେ।

ଯିରିମିୟ 46:26

ପୁଣି ସମାନଙ୍କେର ପ୍ରାଣନାଶକାରୀ ଲୋକମାନଙ୍କ ହସ୍ତ ରେ ଓ ବାବିଲର ରାଜା ନବୂଖଦନିତ୍ସର ଓ ତାହାର ଦାସମାନଙ୍କ ହସ୍ତ ରେ ଆମ୍ଭେ ସମାନଙ୍କେୁ ସମର୍ପଣ କରିବା। ପୁଣି ସଦାପ୍ରଭୁ କହନ୍ତି, ପୂର୍ବକାଳ ରେ ମିଶର ଯେଉଁପରି ଶାନ୍ତି ରେ ବାସ କରୁଥିଲା, ଏହି ଦୁଃସମୟ ପ ରେ ସେ ପୁନର୍ବାର ଶାନ୍ତି ରେ ରହିବ।

Interlinear

Choose Theme