ଯିହିଜିକଲ 27:4 · ଓଡ଼ିଆ ବାଇବେଲ
ଭୂମଧ୍ଯସାଗର ତୁମ୍ଭର ଚତୁର୍ଦ୍ଦିଗ ସୀମା ଅଟେ। ତୁମ୍ଭର ନିର୍ମାଣକାରୀମାନେ ତୁମ୍ଭର ସୌନ୍ଦର୍ୟ୍ଯ ସିଦ୍ଧ କରିଛନ୍ତି।
Cross references
ଯିହିଜିକଲ 26:5
ସୋର ସମୁଦ୍ର ମଧିଅରେ ଜାଲ ପ୍ରସାରିବାର ସ୍ଥାନ ହବେ ; କାରଣ ମାରେ ପ୍ରଭୁ ସଦାପ୍ରଭୁ କହନ୍ତି, ମୁଁ ଏହା କରିଅଛି। ଆଉ ସେ ଗୋଷ୍ଠୀମାନଙ୍କ ପ୍ରତି ଲୁଟିତ ଦ୍ରବ୍ଯ ସ୍ବରୂପ ହବେେ।